ସମାଜ ସେବି ଫକୀର ଚରଣ ମହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି
ତିର୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୋଲର ପଞ୍ଚଯାତ ର ସମାଜ ସେବି ଫକୀର ଚରଣ ମହାନ୍ତି 69 ବର୍ଷ ରେ ପରଲୋକ ହୋଇ ଯାଇଇଥଲା ତାଙ୍କ ଏକାଦଶ ତିଥିତିରେ ସ୍ଥାନୀୟ ଅଂଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ମହାନ୍ତି ଙ୍କ ସ୍ମୃତି ଚରଣ କରି ଥିଲେ l
ତିର୍ତୋଲ ଇପିଏ ରୁ ଶ୍ରୀବଛା ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )