କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ

0 136

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଧରଣୀଧର ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେ ପଞ୍ଚସହ ରୁ ଉର୍ଦ୍ଧ ରଖି କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି l ବାଣିଜ୍ୟ ବିଭାଗ ର ଛାତ୍ରୀ ତପସ୍ୱିନୀ ଦାସ 543 ନମ୍ବର ରଖି ଓ ବିଜ୍ଞାନ ବିଭାଗ ର ଛାତ୍ରୀ ଅଙ୍କିତା ସାହୁ 547 ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି l

କୃତି ଛାତ୍ର ଛାତ୍ରୀ ମାନଂକୁ ପୁଷ୍ପ ଗୁଚ୍ଛ ତଥା ମିଷ୍ଟାନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l ଉକ୍ତ ସଭା ରେ ଅଧକ୍ଷ ପ୍ରଫେସର ନରେନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ ଓ ଡକ୍ଟର ଅନୁପମା ଦାସ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସଭାକାର୍ଯ୍ୟ ପରିଚାଳନା କରିଥିଲେ l

କେନ୍ଦୁଝର ଇପିଏ ରୁ ଶିବ ରଞ୍ଜନ ଦେ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.