October 29, 2025
Home » ବିଶ୍ବ ମସ୍ତିଷ୍କ ଘାତ ଦିବସ

ବିଶ୍ବ ମସ୍ତିଷ୍କ ଘାତ ଦିବସ

0
WhatsApp Image 2025-10-29 at 11.37.00 AM (1)

ପ୍ରତିଟି ମିନିଟ୍ ଗୁରୁତ୍ବପୂର୍ଣ୍ଣ!୨୯ ଅକ୍ଟୋବର ୨୦୨୫ ମସ୍ତିଷ୍କ ଘାତ କ’ଣ?
ମସ୍ତିଷ୍କ ଘାତ (Stroke) ହେଉଛି ଯେତେବେଳେ ମସ୍ତିଷ୍କକୁ ଯାଉଥିବା ରକ୍ତ ପ୍ରବାହ ହଠାତ୍‌ ବନ୍ଦ ହୋଇଯାଏ।ଏଥିରେ ମସ୍ତିଷ୍କର କୋଷଗୁଡ଼ିକ ଅକ୍ସିଜେନ ଓ ପୋଷକ ତତ୍ତ୍ବ ନପାଇ କିଛି ମିନିଟ୍ ମଧ୍ୟରେ ମରିଯାଆନ୍ତି।ଏହା ଏକ ତୁରନ୍ତ ଚିକିତ୍ସା ଆବଶ୍ୟକ ଅବସ୍ଥା – ସମୟରେ ଚିକିତ୍ସା ଜୀବନ ଓ ମସ୍ତିଷ୍କକୁ ରକ୍ଷା କରିପାରେ। ଷ୍ଟ୍ରୋକ ସଂଖ୍ୟାତ୍ମକ ତଥ୍ୟ ଭାରତୀୟ ତଥ୍ୟ * ପ୍ରତିବର୍ଷ ପ୍ରାୟ 1.8 ମିଲିଅନ୍ (18 ଲକ୍ଷ) ନୂଆ ଷ୍ଟ୍ରୋକ ଘଟଣା ଭାରତରେ ହୋଇଥାଏ * ପ୍ରତି 20 ସେକେଣ୍ତରେ1 ଜଣ ଷ୍ଟ୍ରୋକରେ ପୀଡିତ ହୁଅନ୍ତି ଓ ପ୍ରତି 2 ମିନିଟ ରେ1ଜଣଙ୍କ ମୃତ୍ୟୁ ଘଟେ * ଯୁବ ବୟସ୍କମାନଙ୍କ ମଧ୍ୟରେ ଷ୍ଟ୍ରୋକ ହାର ବଢ଼ୁଛି କାରଣ
ଜୀବନ ଶୈଳୀର ପରିବର୍ତ୍ତନ ଷ୍ଟ୍ରୋକ ଚିହ୍ନିବାର ଉପାୟ – BEFAST B Balance(ସମତୋଳନ):ଅଚାନକ ମୁଣ୍ଡ ଘୁରା, କିମ୍ବା ସମତୋଳନ
ହାରାଇବା I E (ଚକ୍ଷୁ): ଆଖିରେ ଦେଖିବା ଧୁମିଲ ହେବା କିମ୍ବା ନାହିଁଦେଖୁବା I F – Face (ମୁଁ): ମୁହଁ ଏକପଟ ଢଳିଯିବା, ହସିଲେ ମୁହଁ
ସମାନ ନ ହେବା A – Arm (ବାହୁ): ଏକ ପାଟିର ହାତ କିମ୍ବା ପାଦ ଦୁର୍ବଳ ହେବା, ଉଠେଇ ପାରିବା ନାହିଁ I S Speech (କଥା): କଥା ଭଲ
ଭାବେ ନ କହିପାରିବା, ଜିଭ ଅଟକିଯିବା, ଅସ୍ପଷ୍ଟ କଥା ହେବା T Time(ସମୟ): ସାଢେ ଚାରି ଘଣ୍ଟା ମଧ୍ଯରେ 4.5 Hours ହସ୍ପିଟାଲ୍‌କୁ
ପହଞ୍ଚିବା ଅତ୍ୟାବଶ୍ୟକ Ischemic Stroke India in RED ଷ୍ଟ୍ରୋକ ଏକ ଆପାତକାଳୀନ ଅବସ୍ଥା ଅଟେ। ରୋଗୀ ୪.୫ ଘଣ୍ଟା ମଧ୍ୟରେ ହସ୍ପିଟାଲକୁ ପହଞ୍ଚିବା ଉଚିତl

Leave a Reply

Your email address will not be published. Required fields are marked *