November 28, 2026
Home » ଅପରାଧ

ଅପରାଧ

ଜମିବାଡ଼ି ବିବାଦରୁ ବୋମାମାଡ଼,୭ଆହତ

ପୁରୀ ସଦରଥାନା ଅନ୍ତର୍ଗତ ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ଼। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୋମାମାଡ଼। ବୋମାମାଡ଼ରେ ୭ ଜଣ ଗୁରୁତର ହୋଇଥିବାବେଳେ ୫ ଜଣଙ୍କୁ ପୁରୀ...

ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର l

ସୁବର୍ଣ୍ଣପୁର --- ୪ ଦିନ ପରେ ଜଙ୍ଗଲରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ l ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ରହିଛି l ​ସୁବର୍ଣ୍ଣପୁର...

ତାର ଚୋରଙ୍କ ଉତ୍ପାତରେ ରବି ଓ ଡାଳୁଅ ଚାଷ ପ୍ରଭାବିତ

ଉଠା ଜଳସେଚନ ପଏଣ୍ଟରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ, ଚାଷୀ ହତାଶ ​ କୁଚିଣ୍ଡା (ସମ୍ବଲପୁର ଗଗନ ଶର୍ମା ): କୁଚିଣ୍ଡା ଅଞ୍ଚଳରେ ବିଦ୍ୟୁତ୍ ତାର ଚୋରଙ୍କ ଦୌରାତ୍ମ୍ୟ...

ଆତ୍ମସାତ ମାମଲାରେ ପୂର୍ବତନ ପିଇଓ (PEO), ଜେଇ (JE) ଏବଂ ଠିକାଦାର ଗିରଫ

  ଛତ୍ରପୁର, (ରିପୋର୍ଟ -ସୁଜିତ କୁମାର ପଟ୍ଟନାୟକ ). ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ଷ୍ଟ୍ରିଟ ଲାଇଟ୍ ଦୁର୍ନୀତି ମାମଲା ରେ ସମ୍ପୃକ୍ତ ୦୩ ଜଣ...

ମଙ୍ଗଳସୂତ୍ର ବନ୍ଧକ ରଖି ସ୍ୱାମୀ ଙ୍କୁ ହତ୍ୟା ଘଟଣା

ସ୍ବାମୀ ହନ୍ତା ସ୍ତ୍ରୀ ଜେଲ ଯିବା ପରେ ଉତ୍କଳ ବାଳାଶ୍ରମରେ ୨ ନାବାଳକ ସନ୍ତାନ l ସୁବର୍ଣ୍ଣପୁର:-ମଙ୍ଗଳସୂତ୍ର ବନ୍ଧକ ରଖି ଦୁଇ ପ୍ରେମିକ ଙ୍କ ସହାୟତା ରେ...

ପିଏମ୍‌ ଆବାସ ଯୋଜନାର ଟଙ୍କା ମୁକୁଳାଇବାକୁ ୭ ହଜାର ଲାଞ୍ଚ।

  ଧର୍ମଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ବକେୟା ଅର୍ଥ ମୁକୁଳାଇବା ପାଇଁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବାବେଳେ ଓଡ଼ିଶା...

ସୁଦାମ ନାଗ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ପୋଲିସ : ପତ୍ନୀ ମୁଖ୍ୟ ଷଡଯନ୍ତ୍ରକାରୀ

ସୁବର୍ଣ୍ଣପୁର---- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ସାଲେପାଲି-ଆଇଁଲାସାରୀ ରାସ୍ତାର ପଙ୍କେଲ ଛକ ନିକଟରେ ଗତ ୧୭ ତାରିଖ ସନ୍ଧ୍ୟାରେ ସୁଦାମ ନାଗଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।...

ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବାବେଳେ ଗୋଲାମୁଣ୍ଡା ତହସିଲଦାର ଗିରଫ

  ୧୨ ହଜାର ଟଙ୍କା ଲାଞ୍ଚ କାରବାରରେ ଡ୍ରାଇଭର ମଧ୍ୟ ଗିରଫ, ଦୁଇଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ... ଧର୍ମଗଡ଼: ଜମିର କିସମ ପରିବର୍ତ୍ତନ କରିବା ସହ ସଂଶୋଧିତ...

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ତହସିଲଦାର।

  ଗୋଲାମୁଣ୍ଡା :ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ। ଆଜି ସେ ବାବେଗୁଡା ଗ୍ରାମ ର...

ବିନିକା ଏନ ଏ ସି ଅଫିସ ରୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଥିବା ସାଢେ ୪ ଲକ୍ଷ ଟଙ୍କା ଚୋରି ଅଭିଯୋଗ, ପୋଲିସ ର ତଦନ୍ତ ଜାରି

l ସୁବର୍ଣ୍ଣପୁର -- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଅଫିସରୁ ମଙ୍ଗଳବାର ରାତିରେ ସାଢ଼େ ଚାରି ଲକ୍ଷ ଟଙ୍କା ଚୋରି ହୋଇଯାଇଛି l ମିଳିଥିବା ସୂଚନା ମୁତାବକ...