ଦ୍ୱିତୀୟ ଦିନରେ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ, ଚବିଶ ପ୍ରହର ନାମ ଯଜ୍ଞ, ନବ କୁଣ୍ଡିୟ ଘୃତଯଜ୍ଞ, ଜ୍ଞାନ ଯଜ୍ଞ ଓ ଗୋ ସୁରକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼ (କଙ୍କଲା) ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ସମୟରେ ନଭେମ୍ବର ୧୧ ଠାରୁ ୧୫ ତାରିଖ...