December 27, 2025
Home » ଅବସରପ୍ରାପ୍ତ ଓଡ଼ିଶା ସୂଚନା ସେବା ଅଧିକାରୀ ଦିଲ୍ଲୀପ ସାମନ୍ତରାୟଙ୍କ ପରଲୋକ

ଅବସରପ୍ରାପ୍ତ ଓଡ଼ିଶା ସୂଚନା ସେବା ଅଧିକାରୀ ଦିଲ୍ଲୀପ ସାମନ୍ତରାୟଙ୍କ ପରଲୋକ

0
WhatsApp Image 2025-08-02 at 11.46.02 PM

ଭୁବନେଶ୍ୱର: ଓଡିଶା ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ଦିଲ୍ଲୀପ ଚନ୍ଦ୍ର ସାମନ୍ତରାୟଙ୍କ ଆଜି ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା l ସେ ବରଗଡ଼, ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାମ କରିଥିଲେ l ପୂର୍ବରୁ ଆଠଗଡ ସମେତ ବିଭିନ୍ନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ l
ତାଙ୍କ ବିୟୋଗରେ ଓଡ଼ିଶା ସୂଚନା ସେବା ସଂଘ ତରଫରୁ ଶୋକ ବ୍ୟକ୍ତ କରିବା ସହିତ ଦିବଂଗତ ଆତ୍ମାର ସଦଗତି କାମନା କରିଛନ୍ତି l

Leave a Reply

Your email address will not be published. Required fields are marked *