ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ

ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ | ସମ୍ପୂର୍ଣ୍ଣ ରଥ ପରିଚାଳନା ଦାୟିତ୍ବ ନ୍ୟସ୍ତ କଲେ ସରକାର |
-ADG ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୋଲିସ୍ ପରିଚାଳନା ଦାୟିତ୍ୱ
-ପୁରୀ ରଥଯାତ୍ରା ପାଇଁ ପୋଲିସ୍ ପରିଚାଳନା ଦାୟିତ୍ୱରେ ରହିବେ
-ଶରଧାବାଲିରେ ଅଘଟଣ ପରେ ସୌମେନ୍ଦ୍ରଙ୍କୁ ନୂଆ ଦାୟିତ୍ବ
-ରାଜ୍ୟ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି