ଆଜି ଶୁକ୍ରବାର ମଥୁରା ଭ୍ରମଣ ଦିନ
ଆଜି ଶୁକ୍ରବାର ମଥୁରା ଭ୍ରମଣ ଦିନ, ଆଦି ମାତାମଠ ରୁ ଭଗଵାନ ଶ୍ରୀକୃଷ୍ଣ ଙ୍କ ରଥରେ ଯାତ୍ରା ଆରମ୍ଭ ହୋଇ, ପୂଜା ଅର୍ଚ୍ଚନା ହୋଇ ରଜକ ମାଳି ଉଦ୍ଧାର, କଳ୍ପନା ମାଝି ଘର , ବାନ୍ଦୁ ଟିକିରା କୁନା ମହାନ୍ତି ଘର, ଗଣେଶ ପ୍ରଧାନ, ଘର ସାମ୍ନା ରେ ପୂଜା ହୋଇ ଗାନ୍ଧୀ ଛକ୍ ହୋଇ, ସିଧା ମୁନସିପାଲଟି ଅଫିସ ଅଫିସ ରୁ ବିକାଶ ଫାଷ୍ଟ ଷ୍ଟେପ, ରୁ ଫେରି ଆସି ସବ୍ କଲେକ୍ଟର ଘର, ନେହେରୁ କ୍ଳବ୍, ବାଳକ ଘର, ଗଣ ଇସ୍ତାହାର ପ୍ରସନ୍ନ ମିଶ୍ର ଘର, ଦୋରା ଘର, କାଳୀ ମନ୍ଦିର ରେ କୁବୁଜା ଉଦ୍ଧାର କରିବା ପରେ, କଲେଜ ରୋଡ଼ ବିଶ୍ବ ନାୟକ ଘର, ପାତ୍ର କିରାନା ଘର, ଉତ୍କଳ ଗୌରବ ଲକ୍ଷ୍ମୀ ମଣ୍ଡପ ରୁ ମନା ବନ୍ଧ ବାଟ ଦେଇ ପ୍ରଦୀପ ପ୍ରଧାନ, ଦୀପକ ପାତ୍ର, ନରେଶ ଅଗ୍ରୱାଲ, ହାଟପଦା ଦୁର୍ଗା ମନ୍ଦିର ଦର୍ଶନ ସାରି, ସଂଚାର ମଣ୍ଡଳୀ ଭାଙ୍ଗି, କୃଷ୍ଣ ଭକ୍ତ ବୃନ୍ଦାବନ ବିଶି ଘରେ ବିଶ୍ରାମ 🙏

ବିଶ୍ଵ ପୁସିଦ୍ଧ ଧନୁଯାତ୍ରା ଗୋପପୁର ରୁ ନବମ ରଜନୀ ଦିନ କଂସ ମାମୁଁଙ୍କ ନିମନ୍ତ୍ରଣ ପାଇ କୃଷ୍ଣ ବଳରାମଙ୍କ ମଥୁରାକୁ ପ୍ରବେଶ
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
