February 10, 2026
Home » କର୍କଟ ରୋଗୀଙ୍କୁ ଭେଟିଲେ ତିର୍ତୋଲ ବିଧାୟକ,

କର୍କଟ ରୋଗୀଙ୍କୁ ଭେଟିଲେ ତିର୍ତୋଲ ବିଧାୟକ,

0
WhatsApp Image 2024-12-10 at 6.55.50 AM

ତିର୍ତୋଲ /ଜଗତସିଂହପୁର:ଦିନକୁ ଦିନ ତିର୍ତୋଲ ବିଧାୟକ ଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି, ନିଃସହାୟ ହେଉକି ରୋଗଗ୍ରସ୍ତ ସେମାନଙ୍କ ପାଖରେ ପହଁଚି ସାହାଯ୍ୟ ର ହାତ ବଢ଼ାଉଛନ୍ତି ତିର୍ତୋଲ ର ବିଧାୟକ ପ୍ରଫେସର ଡ. ରମାକାନ୍ତ ଭୋଇ, ଗତକାଲି କର୍କଟ ରୋଗରେ ପୀଡିତ ରଘୁନାଥ ପୁରୁ ବ୍ଲକ ଅନ୍ତର୍ଗତ ଅରଡଙ୍ଗ ଗ୍ରାମର ବଛ ଗୋସ୍ୱାମୀ ଗୁରୁତର କର୍କଟ ରୋଗରେ ପୀଡିତ ଥିବା ଜାଣି ବିଧାୟକ ଡ.ରମାକାନ୍ତ ଭୋଇ ତାଙ୍କ ବାସ ଭବନ ରେ ପହଁଚି ବଛ କୁ ଭେଟି ସମ ବେଦନା ଜଣାଇ ଥିଲେ ଓ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଥିଲେ ଓ ଆବଶ୍ୟକୀୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ ।

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ l

Leave a Reply

Your email address will not be published. Required fields are marked *