October 23, 2025
Home » କେନ୍ଦ୍ରୀୟ ବିଦ୍ୟାଳୟ ଏମସିଏଲ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱଛତା ଓ ପାଣି ବଚାଞ୍ଚ ଅଭିଯାନ

କେନ୍ଦ୍ରୀୟ ବିଦ୍ୟାଳୟ ଏମସିଏଲ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱଛତା ଓ ପାଣି ବଚାଞ୍ଚ ଅଭିଯାନ

0
WhatsApp Image 2025-09-19 at 9.16.17 AM

କେନ୍ଦ୍ରୀୟ ବିଦ୍ୟାଳୟ ଏମସିଏଲ ଜଗନ୍ନାଥ କ୍ଷେତ୍ର ତାଳଚେର ସ୍କୁଲ ଦ୍ୱାରା ଏକ ସ୍ବେଛତା ଅଭିଯାନ ଓ ପାଣି ବଞ୍ଚାଓ ଜୀବନ ବଞ୍ଚାଓ ରାଲି ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି.

ଏହି ରାଲିଦ୍ୱାରା ସ୍ୱଛତା ବାର୍ତା ପାଣି ସଂରକ୍ଷଣ ଓ ବ୍ୟବହାର ସମ୍ବଳିତ ପ୍ଲାକାର୍ଡ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଦେଇ ସ୍କୁଲ ନିକଟରେ ଥିବା କଲୋନୀ ରେ ବାର୍ତା ବାଣ୍ଟିଥିଲେ l

ଏଥିରେ ସ୍କୁଲର ଅଧକ୍ଷ. ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାଗନେଇଥିଲେ l ଏହା ସ୍ୱଛତା ସପ୍ତାହ ଅବସରରେ ସ୍କୁଲ ରେ ଛାତ୍ର ଓ ଛାତ୍ରୀ ଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା`

 

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *