July 5, 2025
Home » ଗୃହରକ୍ଷୀ ବାହିନୀ ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

ଗୃହରକ୍ଷୀ ବାହିନୀ ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

0
WhatsApp Image 2024-12-06 at 7.29.19 PM

ଜଗତସିଂହପୁର ଜ଼ିଲ୍ଲା ର ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଜ଼ିଲ୍ଲା ଗୃହରକ୍ଷୀ ବାହିନୀ ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏଥିରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଯୋଗଦେଇ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିବା ସହ ଗୃହରକ୍ଷୀ ମାନଙ୍କ ଭୂମିକା ଉପରେ ଅଭିମତ ରଖି ଥିଲେ ଓ ଶୁଭେଚ୍ଛା ଜଣାଇ ଥିଲେ ।ଏହି ଅବସରରେ ରାଷ୍ଟପତି ,ପ୍ରଧାନ ମନ୍ତ୍ରୀ ,ଗୃହମନ୍ତ୍ରୀ ,ଓ ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ ।


ଏଥିରେ ଦୁଇ ପ୍ଲାଟୁନ ହୋମଗାର୍ଡ ଯୋଗଦେଇ ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ ଓ ପୋଲିସ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଯୋଗଦେଇ ଥିଲେ ।

ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *