February 10, 2026
Home » ଚତୁର୍ଥ ଥର ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁ

ଚତୁର୍ଥ ଥର ବିଜେପି ଜିଲ୍ଲା ସଭାପତି ଅରୁଣ କୁମାର ସାହୁ

0
debananda

ଦେଓଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ଠାରେ ଆଜି ବିଧି ବଧ ଭାବରେ ପୁନର୍ବାର ବିଜେପି ଜିଲ୍ଲା ସଭାପତି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ ଙ୍କ ନାମରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ତରଫରୁ ନିର୍ବାଚିତ ହେଲେ।

ନିର୍ବାଚନ ଅଧିକାରୀ ଶ୍ରୀ କକେନ୍ଧି ସାମଲ ମହୋଦୟ ଦେଓଗଡ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ନୂତନ ଜିଲ୍ଲା ସଭାପତି ଘୋଷଣା କରିଥିଲେ। ଦେଓଗଡ଼ ଜିଲ୍ଲା ବିଜେପି ମହଲରେ ଖୁସି ର ଲହର ଖେଳି ଯାଇଛି।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *