February 10, 2026
Home » ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ପାଇଁ ପ୍ରତିବାଦ ସଭା

ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ପାଇଁ ପ୍ରତିବାଦ ସଭା

0
WhatsApp Image 2025-03-13 at 10.03.41 AM

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅଧିନସ୍ଥ ବସ୍ତାଙ୍ଗିଆ ରେ ଜଣେ ସ୍ବେଛାସେବୀ ସଂସ୍ଥାର ପ୍ରଦିମନ୍ୟ ଦିଗାଲ ଙ୍କ ସମେତ କର୍ମ କର୍ତ୍ତା ମଧ୍ୟ ରେ ଶ୍ରୀ ଦିଗାଳ ଙ୍କ ପୂର୍ବତନ ବିଜେଡି ଦଳରେ କନ୍ଧମାଳ ସାଂସଦ ଥିଲେ ଶ୍ରୀ ଅଚ୍ୟୁତା ସାମନ୍ତ ,କିଟ୍, କିସ୍ ର ପ୍ରତିଷ୍ଠାତା ଙ୍କ ବହୁତ ସାହାଯ୍ୟ ସହାନୁଭୁତି ବିଜେଡି ସରକାରଙ୍କ ସୁଶାସନ କାଳରେ ପୂର୍ବତନ ବିଜେଡି ସାଂସଦ ଶ୍ରୀଯୁକ୍ତ ସାମନ୍ତ ଙ୍କ ଆପ୍ରାଣେ ଚେଷ୍ଟା କନ୍ଧମାଳ ଜିଲ୍ଲା ର ନିରିହ ଗରିବ ଲୋକଙ୍କୁ ସାହାଯ୍ୟ ଦେଇଥିଲେ,ଯେତେ ଛାତ୍ରଛାତ୍ରୀ ମାନଙ୍କର କ୍ୟାରିୟର ଦୃଷ୍ଟିକୋଣରୁ ସୁରୁଖୁରୁରେ ସଙ୍ଗଠନ ଚାଲୁ ରହିବା ପାଇଁ ଶ୍ରୀ ଦିଗାଳ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତତ୍ବାବଧାନରେ ସଂସ୍ଥା ଚାଲୁ ରହିବା ପାଇଁ ସମସ୍ତ ଜନସାଧାରଣଙ୍କ ପାଇଁ ଶ୍ରୀ ଦିଗାଲ ଅନୁରୋଧ ସରକାରଙ୍କ ଗୁହାରି ମାଧ୍ୟମରେ ଜଣାଇଛନ୍ତି।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *