November 12, 2025
Home » ଜଗତସିଂହପୁର ଅବକାରୀ ବିଭାଗ ଦ୍ଵାରା ଗିରଫ: ୭୫ ଗ୍ରାମ୍ ହେରୋଇନ୍ ଜବତ

ଜଗତସିଂହପୁର ଅବକାରୀ ବିଭାଗ ଦ୍ଵାରା ଗିରଫ: ୭୫ ଗ୍ରାମ୍ ହେରୋଇନ୍ ଜବତ

0
WhatsApp Image 2025-10-26 at 1.06.45 PM

 

ପାରାଦ୍ଵୀପ:ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶରେ ଜଗତସିଂହପୁର ଜିଲ୍ଲା ଅବକାରୀ ଅଧୀକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ଆଜି ପାରାଦ୍ଵୀପ ଗଡରୁ ବ୍ରାଉନସୁଗାର୍ ବ୍ୟବସାୟୀ ଜଗତସିଂହପୁର ଅବକାରୀ ବିଭାଗ ଦ୍ଵାରା ଗିରଫ ଓ ୭୫ ଗ୍ରାମ୍ ହେରୋଇନ୍ ଜବତ।ଇନ୍ସପେକ୍ଟର ପ୍ରସାନ୍ତ କୁମାର ମହାନ୍ତିଙ୍କ ତତ୍ତ୍ଵାବଧାନରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ ପାରାଦୀପଗଡ ସ୍ଥିତ ଶନି ମନ୍ଦିର ନିକଟରୁ ୭୫ ଗ୍ରାମ୍ ହେରୋଇନ୍ ଜବତ କରିଛି ପାରାଦୀପ ଅବକାରୀ ରେଞ୍ଜ, ଯାହାର କଳାବଜାରୀ ମୂଲ୍ୟ ପ୍ରାୟ ୭୫୦୦୦୦ ଟଙ୍କା। ଏହି ଅଭିଯାନରେ ସରୋଜ କୁମାର ମଲ୍ଲିକ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଗତ କିଛି ମାସ ଧରି ପାରାଦୀପଗଡରେ ରହି ହେରୋଇନ୍ ବ୍ୟବସାୟରେ ଲିପ୍ତ ଥିଲେ।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *