December 21, 2025
Home » ଜଟାଧାର ନଦୀରେ ମତ୍ସ୍ୟଜୀବି ଙ୍କ ଡ଼ଙ୍ଗା ଭାଙ୍ଗି ଜୀବିକା ମାରିଲେ ଦୁବୃର୍ତ୍ତ

ଜଟାଧାର ନଦୀରେ ମତ୍ସ୍ୟଜୀବି ଙ୍କ ଡ଼ଙ୍ଗା ଭାଙ୍ଗି ଜୀବିକା ମାରିଲେ ଦୁବୃର୍ତ୍ତ

0
WhatsApp Image 2025-08-09 at 2.39.58 PM

ପାରାଦ୍ୱୀପ/କୁଜଙ୍ଗ – ସଂସ୍କୃତିପୂର୍ଣ୍ଣ ପୁରାତନ କୁଜଙ୍ଗ ରାଜ୍ୟର ଐତିହ୍ୟ ବହନ କରୁଥିବା ସାହେରପେଣ୍ଠ ମତ୍ସ୍ୟଡିହା ୫୭କିତା ନଦୀସତ୍ଵର ଅଂଶବିଶେଷ ଏରସମା ତହସିଲ ଅଧିନସ୍ଥ ଜଟାଧାର ନଦୀରେ ପୁରୁଷାନୁକ୍ରମରେ କିଛି ମତ୍ସ୍ୟଜୀବି ନଦୀରୁ ମାଛ ଧରି ନିଜର ପରିବାର ପ୍ରତିପୋଷଣ କରୁଥିଲେ l ଗତ ସୋମବାର ରାତ୍ର ସମୟରେ କିଛି ଆଞ୍ଚଳିକ ଦ୍ରୁବୁର୍ତ୍ତ, ମତ୍ସ୍ୟଜୀବିଙ୍କ ମାଛଧରା ଡ଼ଙ୍ଗାକୁ ନଦୀମଧ୍ୟ୍ୟରେ ଭାଙ୍ଗି ନଷ୍ଟ କରିଛନ୍ତି।ଯାହାଦ୍ୱାରା ଗରିବ ମତ୍ସ୍ୟଜୀବି ପରିବାର ଭୋକ ଉପାସରେ ଦିନ ଅତିବାହିତ କରୁଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ସ୍ଥାନୀୟ ପୋଲିସ ପ୍ରଶାସନ ଦୃଷ୍ଟିଦେଇ ଦୃବୁତ୍ତଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗରିବଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି।

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *