ତାଳମେଣ୍ଡା ରେ 2ଅଜଗର ସାପ ଉଦ୍ଦାର
ଭେଡେନ:ଭେଡେନ ବ୍ଳକ ତାଲମେଣ୍ଡା ଗ୍ରାମରେ ଦୁଇ ଗୋଟି ଅଜଗର ସାପ ଦେଖା ଦେବାରୁ ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ଦେଖାଦେଇଥିଲା! । ମହିଳା ମାନେ କ୍ଷେତକୁ ପଲା ରୋହି ଯାଇଥିବା ବେଳେ ଉକ୍ତ ସାପ 2 ଟାକୁ ଦେଖି ଭୟରେ ଚାଲି ଆସି ଗ୍ରାମବାସି ଙ୍କୁ କହିଥିଲେ!ସଙ୍ଗେ ସଙ୍ଗେ ଗ୍ରାମର କିଛି ବ୍ୟକ୍ତି କେହି ଭୟ ନକରି ସାପକୁ ନମାରୀ ସଚେତନ କଲାପରେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ପରେ ଜଙ୍ଗଲ ବିଭାଗର କର୍ଯ୍ୟ କର୍ତା ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ! ସାପ 2 ଟା ପ୍ରାୟ 12 ଫୁଟ ରୁ ଉର୍ଦ୍ଧ ଥିବା ବେଳେ 30 କେଜିରୁ ଉର୍ଦ୍ଧ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି!
ଇପିଏ ରୁ ହରିଶଙ୍କର ବେହେରାଙ୍କ ରିପୋଟ
