February 28, 2026
Home » ଦିନିକିଆ ଜିଲ୍ଲା ସ୍ତରୀୟ ‌‌ତାଲିମ ପ୍ରଦାନ

ଦିନିକିଆ ଜିଲ୍ଲା ସ୍ତରୀୟ ‌‌ତାଲିମ ପ୍ରଦାନ

0
1000961137
ନୟାଗଡ ଜିଲ୍ଲା ପରିଷଦ ର ସୃଜନ ସମ୍ମିଳନୀ କକ୍ଷରେ “ପ୍ରଭାବଶାଳୀ ସରକାରୀ ସେବା ପ୍ରଦାନ ପାଇଁ ନେତୃତ୍ୱ ଓ ଆଚରଣଗତ କୋଶଳ ବୃଦ୍ଧି ମଡ୍ୟୁଲ” ଉପରେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହାକୁ ଶୁଭାରମ୍ଭ କରିଥିଲେ ସମ୍ମାନିୟ ଅଧ୍ୟକ୍ଷ ଜିଲ୍ଲା ପରିଷଦ ନୟାଗଡ଼ ଇଂ ଦେବାଶିଷ ପଟ୍ଟନାୟକ। ଏଥିସହିତ ଯୋଗ ଦେଇଥିଲେ ‌ଅଧିକ୍ଷଣଯନ୍ତ୍ରୀ,ଟିପିସିଓଡିଏଲଏବଂଆର.ଡଵ୍ଲୁ.ଏସ.ଏସର ଅଧିକ୍ଷଣ ଯନ୍ତ୍ରୀ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଏବଂ ପ୍ରଶାନ୍ତ କୁମାର ଦାସ ପ୍ରଶିକ୍ଷକ ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଜିଲ୍ଲା ର ସରପଞ୍ଚ/ସମସ୍ତ ସିଡ଼ିପିଓ/ ଅଙ୍ଗନବାଡ଼ି ସୁପର ଭାଇଜର / ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *