August 26, 2025
Home » ଦୂର ସଂଚାର ଭବନ ରେ ରକ୍ତଦାନ ଶିବିର

ଦୂର ସଂଚାର ଭବନ ରେ ରକ୍ତଦାନ ଶିବିର

0
WhatsApp Image 2025-08-26 at 3.40.33 PM

ଓଡିଶା ପି ଆଣ୍ଡ ଟି ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏସନ ଭୁବନେଶ୍ୱର ର ସିଲଭର ଯୁବ୍ଲି ବାର୍ଷିକ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।

ଏହା କ୍ୟାପିଟାଲ ହସ୍ପିଟାଲ ର ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଯେଉଁ ଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଭାରତ ଦୂର ସଂଚାର ନିଗମ ର ମହାପ୍ରବନ୍ଧକ ବିଜୟ କୁମାର ବେହେରା ଏବଂ ମୁଖ୍ୟ ଯନ୍ତ୍ରୀ ବୈଦ୍ୟୁତିକ ବିଏସଏନଏଲ ଓଡିଶା ଜୋନ, ଗଜେନ୍ଦ୍ର କୁମାର ଯାଦବ, ଅନ୍ୟାନ ମାନ୍ୟ ଗନ୍ୟା ବ୍ୟକ୍ତି ବିଶେଶ ଙ୍କ ସହ ଆସୋସିଏସନ ର ସଭାପତି ଶ୍ରୀ ସଂଜିତ କୁମାର ସାହୁ, ଉପସଭାପତି ଶ୍ରୀ ଅନିଲ ଚନ୍ଦ୍ର ଲାହା, ସମ୍ପାଦକ ଶ୍ରୀଯୁକ୍ତ ଫକୀର କୁମାର ଉଦ୍ଗାତା, ସାହସମ୍ପାଦକ ଶ୍ରୀ ସୁଜୟ କୁମାର ମୋଡକ।

ଏହି ରକ୍ତଦାନ ଶିବିରକୁ ପରିଚାଳନା କରୁଥିଲେ ଆସୋସିଏସନ ର ଶ୍ରୀଯୁକ୍ତ ସୁଧାଂଶୁ କୁମାର ସ୍ୱାଇଁ , ସଂଜୀବ ସାହୁ
ଓ ପ୍ରଶାନ୍ତ କୁମାର ସାହୁ। ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ କିସଲେ କୁମାର ଓ ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦେବବ୍ରତ ଭଟ। ଏ ରକ୍ତଦାନ ଶିବିରରେ ୫0 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା

Leave a Reply

Your email address will not be published. Required fields are marked *