ଦେଓଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ କର୍ମ ସାଳା ଅନୁଷ୍ଟିତ

ଦେଓଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ଅନୁଷ୍ଟିତ। କେନ୍ଦ୍ରସରକାରଙ୍କ ଏଗାର ବର୍ଷ ଏବଂ ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତାର ପୂର୍ତ୍ତି ଅବଶରରେ ବିକଶୀତ ଭାରତର ଅମୃତ କାଳରେ ଗରିବ କଲ୍ୟାଣ ଏବଂ ସେବାସୁଶାନ ଜନ କଲ୍ୟାଣ ଅବଶରେ ଗତ କାଲି ଜିଲ୍ଲା କାର୍ଯ୍ୟଲୟ ଠାରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଅରୁଣ କୁମାର ସାହୁ ଙ୍କ ନେତୃତ୍ୱରେ ଏକ ଆୟୋଜିତ କର୍ମଶାଳରେ ରାଜ୍ୟ ପ୍ରବକ୍ତା ଧିରେନ ସେନାପତି ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ।
ଏବଂ ଏଥିରେ ଅନ୍ୟତମ ମୁଖ୍ୟ ଅତିଥିଭାବେ ପୂର୍ବତନ ସୁବାଷ ଚନ୍ଦ୍ର ପାଣିଗ୍ରାହୀ। ତିଲେଇବଣି ବ୍ଳକ ଅଧକ୍ଷା ବୃନ୍ଦାବତୀ ଭୋଇ, ଉପାଧ୍ୟକ୍ଷ! ଆରତୀ ପ୍ରଧାନ, ପୂର୍ବତନ ସଭାପତି ତଥା ଏହି କାର୍ଯ୍ୟକ୍ରମର ଜିଲ୍ଲା କୋଡିନେଟର ମୀନକେତନ ପ୍ରଧାନ, ଯୁବ ନେତା ଭୋଲେଶ୍ଵର ପ୍ରଧାନ ପୌରପରିଷଦ ଭାରପ୍ରାତ ଅଧକ୍ଷ ପ୍ରଜୀତ କୁମାର ଭୋଜ ମଞ୍ଚାସିନ ରହି କେନ୍ଦ୍ର ସରକାରଙ୍କ 11 ବର୍ଷ ଏବଂ ରାଜ୍ୟ ସରକାରଙ୍କର 1 ବର୍ଷ ଶାସନରେ ବିଭିର୍ଣ୍ଣ ପ୍ରକାର ଜଣ କଲ୍ୟାଣକାରୀ ଯୋଜନାକୁ ସମସ୍ତ ପଞ୍ଚାୟତର ପହଞ୍ଚେଇବା ପାଇଁ ପରାମର୍ଶ ଦେଇଥିଲେ ଉକ୍ତ ସଭା ରେ ସହିତ ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତି ଥିଲେ।
ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।