February 23, 2026
Home » ଦେଓଗଡ ଜିଲ୍ଲା ବିଜେପି ପକ୍ଷରୁ ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ପ୍ରତିବାଦ

ଦେଓଗଡ ଜିଲ୍ଲା ବିଜେପି ପକ୍ଷରୁ ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ପ୍ରତିବାଦ

0
deba-kusa

ଦେଓଗଡ ଗୋପବନ୍ଧୁ ଛକ ଠାରେ ଦେଓଗଡ ଜିଲ୍ଲା ବିଜେପି ପକ୍ଷରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଦୃଢ଼ ପ୍ରତିବାଦ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ମହୋଦୟ ନେତୃତ୍ବରେ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ କଂଗ୍ରେସର ପୁର୍ବତନ ସଭାନେତ୍ରୀ ସୋନିଆ ଗାନ୍ଧିଙ୍କ ଅପଶଦ୍ଧ ବ୍ୟବହାରକୁ ନେଇ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏନେଇ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ ମହୋଦୟ, ପୂର୍ବ ତନ ଜିଲ୍ଲା ସଭାପତି ମୀନକେତନ ପ୍ରଧାନ ପୁର୍ବ ତନ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହି ମହୋଦୟ ଓ ଭୋଳେଶ୍ୱର ପ୍ରଧାନ ନିଜ ପ୍ରତିକ୍ରିୟା ରଖିଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *