August 26, 2025
Home » ନିମ୍ମମାନର ଗାର୍ଡ ୱାଲ ନିର୍ମାଣ କରି ହରଡ଼ ଘଣଲରେ ଠିକା ଦାର

ନିମ୍ମମାନର ଗାର୍ଡ ୱାଲ ନିର୍ମାଣ କରି ହରଡ଼ ଘଣଲରେ ଠିକା ଦାର

0
WhatsApp Image 2025-08-10 at 11.28.50 PM

ବାଲିଗୁଡ଼ା-ଇପିଏ ୟୁକଲି (ସୁରେସ କୁମାର ପତି ଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କଞ୍ଜାମେଡି ପଂଚାୟତ ଗଜିପଦର ଠାରୁ ଡେଡି ମାହା ଗ୍ରାମ ପର୍ଯ୍ୟନ୍ତ 100 ମିଟର ଗାର୍ଡ ୱାର୍ଲ ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଦଶ ଲକ୍ଷ୍ୟ ଟଙ୍କା ମଞ୍ଜୁରୀ ହୋଇଛି l ତେବେ ଏହି ଗାର୍ଡ ୱାଲ କାମ ନିମ୍ମ ମାନର ନିର୍ମାଣ ହୋଇଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି l ସରକାରଙ୍କ ନିୟମ ଅନୁଯାଇ କ୍ୟାସ ରେକଡ଼ ଖୋଲିବା ପରେ ବିଡ଼ିଓ, ଜନ୍ତ୍ରୀ, ପିଓ, ସରପଞ୍ଚ ଙ୍କ ଦସ୍ତଖତ ହେବା ପରେ ଗାର୍ଡ ୱାଲ ନିର୍ମାଣ ହେଉଥିବା ସ୍ଥାନ ରେ ଉପସ୍ଥିତ ରହି ସୂଚନା ଫଳକ ନିର୍ମାଣ କରି l

ଏହା ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ନିୟମ ରହିଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି l ଠିକା ଦାର ଜଣଙ୍କ ବିନା ଅନୁମତି ରେ ବ୍ଲକ ପ୍ରଶାସନ ଙ୍କୁ ନ ଜଣାଇ ତରବରିଆ ଭାବେ ନିମ୍ମ ମାନର ପଥର ଏବଂ କମ ପରି ମାଣ ରେ ସୀମେଣ୍ଟ ବ୍ୟବ ହାର କରି ନିମ୍ମ ମାନର ଗାର୍ଡ ୱାଲ ନିର୍ମାଣ ଚଳାଇଛନ୍ତି l ଏ ସମ୍ପର୍କରେ ଆସିଷ୍ଟାଣ୍ଟ ଇଂଜିନିୟର ଶୁଭମ ମହାପାତ୍ର ଙ୍କୁ ପଚାରି ବାରୁ ସେ କହିଛନ୍ତି ଗାର୍ଡ ୱାଲ ନିର୍ମାଣ ହେଉଥିବା ଆମେ ଜାଣି ନାହୁଁ l କଞ୍ଜାମେଣ୍ଡି ପିଓ କେଶବ ଚନ୍ଦ୍ର କାମ୍ପୋ ଏବଂ ସରପଞ୍ଚ ଗୁନୁଲତା ମଲିକ ଏବାବଦରେ ସନ୍ତସ ଜନକ ଉତ୍ତର ଦେଇ ପାରିନଥିଲେ l ଭିଜିଲାନ୍ସ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଗାର୍ଡ ୱାଲ ନିର୍ମାଣ ରେ ବ୍ୟବହୃତ ସାମଗ୍ରୀ ର ମାନ ପରୀକ୍ଷଣ କରି ଦୋଷୀ ବିରୋଧ ରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗ୍ରାମ ବାସି ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *