February 24, 2025
Home » ପର୍ଯ୍ୟଟନ କ।ର୍ଯ୍ୟକ୍ରମ ପ୍ରଶିଦ୍ଧ ଶକ୍ତିପୀଠ ମା ଉଗ୍ରତାରା ମନ୍ଦିର ଓ ମଙ୍ଗଳାଯୋଡ଼ି ନିକଟସ୍ଥ ଚିଲିକା ପକ୍ଷୀ ଦର୍ଶନ

ପର୍ଯ୍ୟଟନ କ।ର୍ଯ୍ୟକ୍ରମ ପ୍ରଶିଦ୍ଧ ଶକ୍ତିପୀଠ ମା ଉଗ୍ରତାରା ମନ୍ଦିର ଓ ମଙ୍ଗଳାଯୋଡ଼ି ନିକଟସ୍ଥ ଚିଲିକା ପକ୍ଷୀ ଦର୍ଶନ

0

ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ, ଭୀମଟାଙ୍ଗି, ଭୂବନେଶ୍ୱର ତରଫରୁ ତା ୧୬/୦୨/୨୦୨୫ ରିଖ ରବିବାର ଦିନ,ସଂଘର ସାଧାରଣ ସମ୍ପାଦକ କାମଦେବ ରଣସିଂହଙ୍କ ନେତୃତ୍ଵରେ ପର୍ଯ୍ୟଟନ ସ୍ଥଳ ପ୍ରସିଦ୍ଧ ଶକ୍ତିପୀଠ ମା ଉଗ୍ରତାରା ମନ୍ଦିର ଓ ମଙ୍ଗଳାଯୋଡ଼ି ଠାରୁ ଚିଲିକାରେ ପକ୍ଷୀମାନଙ୍କୁଦର୍ଶନ ଓ ନୌକାବିହାର କାର୍ଯ୍ୟକ୍ରମ କରାଯାଇ ଥିଲା। ଦୁଇଟି ଶୀତତାପନିୟନ୍ତ୍ରୀତ ବସରେ ସଭ୍ୟମାନେ ଯାତ୍ରା କରିଥିଲେ। ଅନ୍ୟତମ ପ୍ରମୁଖ ସଂପାଦକ ଶଙ୍କର ମହାପାତ୍ର ଓ ବସନ୍ତ ନାୟକଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


ମୁଖ୍ଯ ବ୍ଯକ୍ତିମାନଙ୍କ ମଧ୍ଯରେ ଗଣେଶ କୁମାର ପ୍ରଧାନ,ଶଙ୍କର ସାହୁ, ବିଷ୍ଣୁଚ଼ରଣ ପ୍ରଧାନ ବସନ୍ତ ନାୟକ, ବଂଶୀଧର ପଣ୍ଡା, ମଦନମୋହନ ଦାଶ, ଶୁଦର୍ଶନ ମହାଳିକ ,ନିରଞ୍ଜନ ମିଶ୍ର, ପ୍ରତାପ ମିଶ୍ର, ଲୋକନାଥ ମିଶ୍ର, ବିଶ୍ୱନାଥ ବେହେରା, ନରେନ୍ଦ୍ର ସିଂ ବର୍ମା, ଉପେନ୍ଦ୍ର ବେହେରା, ହୃଦାନନ୍ଦ ଦାସ, ବିନୋଦ ପରିଡ଼ା, ସୁବାସ ରାଉତ, ସୁନୀତା ପଟ୍ଟନାୟକ, ବିଷ୍ଣୁପ୍ରିୟା ପରିଡା, କଲୋଳିନୀ ଶ୍ରୀ ଚନ୍ଦନ, ପଙ୍କଜିନି ପାତ୍ର, ବାସନ୍ତୀ ସାହୁ ନିବେଦିତା ଜେନା, ସଂଯୁକ୍ତା ଗୁରୁ,ସଂଗୀତା ସଢଙ୍ଗୀ,ନମିତା ରାଜଗୁରୁ ପ୍ରମୁଖ ନୃତ୍ୟଗୀତ କାର୍ଯ୍ୟକ୍ରମ ରେ ବିଶେଷ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *