December 31, 2025
Home » ବହୁଚର୍ଚିତ ଭାଗିରଥି ମଣ୍ଡଙ୍ଗି ହତ୍ୟା ମାମଲା… ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କୁ ଅନ୍ତରୀଣ ସୁରକ୍ଷା…

ବହୁଚର୍ଚିତ ଭାଗିରଥି ମଣ୍ଡଙ୍ଗି ହତ୍ୟା ମାମଲା… ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କୁ ଅନ୍ତରୀଣ ସୁରକ୍ଷା…

0
WhatsApp Image 2024-11-20 at 12.45.36 AM

ବୋହୂ ଚର୍ଚ୍ଚିତ ଭାଗୀରଥି ମାହାଙ୍ଗଙ୍କୁ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓଙ୍କୁ ହାଇକୋର୍ଟ ୧୮/୧୧/୨୪ ତାରିଖରେ ସାମୟିକ ଭାବେ ଅନ୍ତରୀଣ ସୁରକ୍ଷା ଦେଉଛନ୍ତି। ପରବର୍ତ୍ତୀ ଶୁଣାଣି ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ପୋଲିସ ତାଙ୍କ ଗିରଫ ନେଇ ରୋକ ଲଗାଇଛି । ପ୍ରକାଶ ଥାଉ କି ଯେ ୨୦୧୦ ବିସେମ୍ବର ୧୫ରେ ପୂର୍ବତନ କାଉନସିକର ତଥା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ସହସ୍ୟ ଭାଗିରଥି ହତ୍ୟା ମାମଲାରେ ତାଙ୍କ ସାନ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ରାୟଗଡା ଏସଡିଜେଏମ କୋର୍ଟରେ ୱାନସିସି ଫାଇଲ କରିବା ପରେ ୧୨/୧୧/୨୪ ରେ ଭାସ୍କର ସମେତ ୟାଲା ଭେଙ୍କଟେଶ୍ଵର ରାଓ/ କୋଣ୍ଡାବାବୁ, କେ. କ୍ରିଷ୍ଣା ରାଓ,ଇପିଲି ସନ୍ନ୍ୟାସୀ ରାଜୁ, ଏନ୍.ଆଦି ନାରାୟଣା ଓ ପି.ଦିଲ୍ଲୀପ କୁମାର ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ଏସଡିଜେଏମ କୋର୍ଟ। ଉକ୍ତ ଛଅ ଜଣଙ୍କୁ ଏନବିଡବ୍ଲୁ ଜାରି ହେବା ପରେ ସମସ୍ୟା ଅତି ଜଟିଳ ହୋଇ ପଡ଼ିଥିଲା। ତେଣୁ ରାୟଗଡ଼ା ବିଜେଡି ଜିଲ୍ଲା ସଭାପତିଏନ ଭାସ୍କର ରାଓ ସୁରକ୍ଷା ଯୋଗାଇ ଦେବାକୁ ଆଗୁଆ ଜାମିନ ପ୍ରଦାନ ପାଇଁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଆବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *