February 10, 2026
Home » ବାକ୍‌ଦେବୀଙ୍କ ପୂଜା ଅନୁଷ୍ଠିତ

ବାକ୍‌ଦେବୀଙ୍କ ପୂଜା ଅନୁଷ୍ଠିତ

0
WhatsApp Image 2025-02-03 at 6.15.52 PM

ପବିତ୍ର ବସନ୍ତ ପଂଚମୀ ଅବସରରେ ସ୍ଥାନୀୟ ଶୌଳଶ୍ରୀ ବିହାର ସ୍ଥିତ ଚେତନା ପବ୍ଲିକ୍ ସ୍କୁଲ ପରିସରରେ ବାକ୍‌ଦେବୀ, ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ସନ୍ଧ୍ୟାରାଣୀ ପରିଜାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ପୂଜାଉତ୍ସବରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟତ୍ରୀ,କର୍ମଚାରୀ, ଅଭିଭାବକମାନେ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ ଓ ପ୍ରସାଦ ସେବନ କରିଥିଲେ।

Leave a Reply

Your email address will not be published. Required fields are marked *