ବାଘ ଛାଲ ସହ ସାତ ଜଣ ଅଭିଯୁକ୍ତ ଗିରଫ ଦୁଇଟି ବାଇକ

।
ଦେଓଗଡ଼ ଜିଲ୍ଲା ଅନ୍ତର୍ଗତ ବାରକୋଟ ବନାଚଳ ଠିଆନାଳ ଜଙ୍ଗଲ ପାର୍ଶ୍ୱରୁ ଏକ ବାଘ ଛାଲ ଜବତ କରିଥିବା ଜଣାପଡ଼ିଛି। ସୁଚନା ଅନୁସାରେ ଗୁଳାବନ୍ଦ ଅରିଏନ୍ଟାଲ କ୍ୟାମ୍ପ ନିଟକ ଜଙ୍ଗଲ ଠାରେ ଦୁଇଟି ବାଇକ ଯୋଗେ ସାତ ଜଣ ବ୍ୟକ୍ତି ଙ୍କୁ ବାରକୋଟ ବନ ବିଭାଗ ଅଧିକାରୀ ଙ୍କ ଟିମ ବାଘ ଛାଲ ସହିତ ଜବତ କରିଥିବା ସୁଚନା ମିଳିଛି। ବନ ବିଭାଗ ଅଧିକାରୀ ଙ୍କ କହିବା କଥା ତଦନ୍ତ ଜାରି ରହିଛି ଖୁବ ଶୀଘ୍ର ସମସ୍ତ ଅନ୍ୟ ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ସୁଚନା ଦେଇଥିଲେ।
ଏବେ ସୁଦ୍ଧା ମୋଟ ସାତ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ତଦନ୍ତ ଜାରି ରହିଛି।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )