April 2, 2026
Home »  ବିଶ୍ବଶାନ୍ତିଯଜ୍ଞ ସହ ୨୪ ପ୍ରହରି ନାମଯଜ୍ଞପୂର୍ଣାହୁତି

 ବିଶ୍ବଶାନ୍ତିଯଜ୍ଞ ସହ ୨୪ ପ୍ରହରି ନାମଯଜ୍ଞପୂର୍ଣାହୁତି

0
WhatsApp Image 2026-04-01 at 10.20.24 PM (1)

ଭେଡେନ :ଭେଡେନ ବ୍ଲକ ଅନ୍ତର୍ଗତ ଅଇଁଲା ପଞ୍ଚାୟତ ଗୁରୁପାଲି ବେହେରା ପଡି ସାର୍ବଜନୀନ ଅଖଣ୍ର ଶ୍ରୀହରି ନାମଯଜ୍ଞ ଆଜି ବିଶ୍ବଶାନ୍ତି ଯଜ୍ଞ ସହ ପୂର୍ଣାହୁତି ହୋଇଯାଇଛି ।।ପ୍ରଥମେ ଗାଁ ର ମାତୃସମୁହ ଗାଁ ର ବନ୍ଧ ରୁ ପାଣିବୁଡାଇ ପୂର୍ଣକଳସ ଆବାହନ କରି ଏକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି ଯଜ୍ଞ ମଣ୍ଡପ ରେ ସ୍ଥାପନା କରିବା ପରେ ହରେକୃଷ୍ଣ ହରେକୃଷ୍ଣ ମହାମନ୍ର ନାମ ସଂକିର୍ତ୍ତନ୍ଯ ଆରମ୍ଭ କରାଯାଇଥିଲା ।।

ପୂରୋହିତ ପଣ୍ଡିତ ଦଇତାରୀ ପାଣିଗ୍ରହି ଓ ସିଦ୍ଧେଶ୍ବର ପାଣିଗ୍ରାହୀଙ୍କ ମନ୍ରପାଠ ପୂଜାର୍ଚ୍ଚନା ଓ ଯଜ୍ଞ କର୍ତ୍ତା ହରି ଶଙ୍କରବେହେରା ଧର୍ମପତ୍ନି ଅନୁପମା ବେହେରା ଓ ସତ୍ଯନାରାୟଣ ଥାଟିଓ ଧର୍ମପତ୍ନି ବିଲାସିନି ଥାଟି କର୍ତ୍ତାଦାୟିତ୍ବ ବହନ କରିଥିଲେ ।।ପ୍ରସିଦ୍ଧ ବାହାକ ତାରା ପାଟି ସହ ବାବୁ ପାଟି ସଂକିର୍ତ୍ତନ ଓ ବୈଠୁକି କରିଥିଲେ ।।ଗାଁ ର ସମସ୍ତ ଯୁବକ ଆବାଳ ବୃଦ୍ଧବନିତା ସହଯୋଗ କରିଥିଲେ ।।

: ଉଦ୍ ଜାପନି ସମୟ ରେ ମୁଖ୍ଯ ଅତିଥି ପୂର୍ବତନ ମନ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆ ,ଭେଡେନ ଜମିଦାର ଦମ୍ପତ୍ତି ଅଶୋକ ସିଂ ଓ ଜୋତ୍ସାମୟୀ ସିଂ,ପୂର୍ବତନ ଜିଲ୍ଳାପରିଷଦ ସୁବାସହୋତା ତଥା ବର୍ତ୍ତମାନ ଜିଲ୍ଲାପରିଷଦ ସଭ୍ଯା ପଦ୍ମିନୀ ଗଡତିଆ ଯୋଗଦେଇଥିଲେ ।।

 

bheden ru harisanker behera nka report

Leave a Reply

Your email address will not be published. Required fields are marked *