ମାଲକାନଗିରି ଜିଲ୍ଲାରେ ମୃଦୁ ଭୁମିକମ୍ପ
ମାଲକାନଗିରି ଜିଲ୍ଲାରେ ମାଲକାନଗିରିର ଡିଏନକେ କଲୋନୀ, ଏନେହେଚ ୩୨୬ ପାର୍ଶ୍ଵରେ ଥିବା ଘର ଓ ରେଭିନ୍ୟୁ କଲୋନୀ, ବଣ୍ଡା ବାକୁଲି ଗୁଡା ସାହି,ପଡିଆ ବ୍ଲକ ଅଧିନରେ ଥିବା କେତେକ ଗ୍ରାମର ଗ୍ରାମବାସୀଙ୍କ ଘରେ ଥିବା ଖଟ,ଟେବୁଲ, ଚେୟାର ଥରିବା ନେଇ ଘବର ରହିଥିବା ବେଳେ ଏଥି ସମେତ କୋରାପୁଟ ଜିଲ୍ଲା ଓ ପଡ଼ୋଶୀ ଛତିଶଗଡ଼ର ସୁକୁମା ଓ ବିଜାପୁରରେ ବୁଧୁବାର ଦିନ ସକାଳ ୭.୨୮ସମୟରେ ମିନିଟରେ ପ୍ରାୟ ୩ରୁ ୪ ସେକେଣ୍ଡ ପର୍ଯ୍ୟନ୍ତ ମୃଦୁ ଭୂମିକମ୍ପ ହୋଇଥିବା ଅନୁଭୂତ ନେଇ ସ୍ଥାନୀୟ ବାସିନ୍ଦା କହିଥିବା ବେଳେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ର ଲୋକମାନେ କହିଛନ୍ତି। ଉକ୍ତ ଭୂମିକମ୍ପର କେନ୍ଦ୍ରବିନ୍ଦୁ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ମୁଲୁଗୁଠାରେ ତୀବ୍ରତା ୫.୩ ରିକ୍ଟର ସ୍କେଲର ଥିବା ସୂଚନା ମିଳିଛି ।
ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
