ଯାନ୍ତ୍ରିକ କର୍ମଚାରୀ ସଂଘ ଙ୍କୁ ସମ୍ବର୍ଦ୍ଧନା

ରାଜ୍ୟ ଜନ ସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓଡ଼ିଶା ବ୍ରହ୍ମପୁର ଶାଖା ତରଫରୁ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ୍ ହୋତା ପରିସର ରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା,ଏହି ସଭା ରେ ଇଁ ବିକାଶ ଚନ୍ଦ୍ର ପାଢ଼ୀ ଓ ଈ ଅଲେଖ ଦଳାଇ ଙ୍କୁ ଯାନ୍ତ୍ରିକ ସମ୍ମାନ ସହ ସମସ୍ତ sdo ଓ je ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଥିଲା ଏହି ସଭା ରେ ସର୍ବନିମ୍ନ ଦରମା ଓ EPF ପ୍ରଦାନ କରିଥିବାରୁ ଧନ୍ୟବାଦ୍ ପ୍ରଦାନ କରାଯାଇଥିଲା
ଏହି ସଭା ରେ ରାଜ୍ୟ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ମୁଦୁଲି ରାଜ୍ୟ କାର୍ଯ୍ୟକାରୀ ସଭାପତି ଆସିଲା କୁମାର ବ୍ରହ୍ମ ଓ ବ୍ରହ୍ମପୁର ଖଣ୍ଡ ସମ୍ପାଦକ ପ୍ରଦୀପ କୁମାର ସିଂ ସହକାରୀ ଖଣ୍ଡ ସମ୍ପାଦକ ସୁମନ କୁମାର ପାତ୍ର ଜିଲ୍ଲା ସମ୍ପାଦକ ପଦ୍ମ ଚରଣ ପାଢ଼ୀ ସହବହୁ କର୍ମ କର୍ତ୍ତା ଓ କର୍ମଚାରୀ ଉପସ୍ଥିତ ଥିଲେ
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )