March 15, 2025
Home » ଶ୍ରୀ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମ ବାର୍ଷିକୀ ପାଳିତ

ଶ୍ରୀ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମ ବାର୍ଷିକୀ ପାଳିତ

0

କୋରାପୁଟ ସହର ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ପରିସରରେ ଶ୍ରୀ ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ୯୯ତମ ଜନ୍ମ ବାର୍ଷିକୀ ମହା ଆଡ଼ମ୍ବରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି ।

ଏହି ଜନ୍ମ ବାର୍ଷିକୀ ଉପଲକ୍ଷେ ୨୩/୧୧/୨୪ ତାରିଖ ଆଜି ପ୍ରାତଃ ସମୟରେ ଓମକାରାମ, ସୁପ୍ରଭାତମ୍ ଏବଂ ନଗର ସଂକ୍ରିତନ୍, ଈଶ୍ୱରୀୟ ପତାକା ଉତ୍ତୋଳନ ପରେ ଭଜନ କୀର୍ତ୍ତନ ସହ ସହର ପରିକ୍ରମା, ଲକ୍ଷାର୍ଚନା,ନାରାୟଣ ସେବା, ପ୍ରସାଦ ସେବନ ଏବଂ ନାରାୟଣଙ୍କୁ ପୋଷାକ ବଣ୍ଟନ,୯୯ଟି ଜ୍ୟୋତି ପ୍ରଜ୍ବଳନ, ବେଦ ପଠନ ଏବଂ ସାଇ ଆଷ୍ଟତ୍ତୋର ନାମବଳି, ଭଜନ, ଝୁଲଣ ଏବଂ ଆରତୀ ସହ ସମାପନ ହୋଇଥିଲା ।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *