April 13, 2026
Home » ସାର୍ଟିଫାଏ କପି ଦେବାରେ ଦୀର୍ଘ ତିନିମାସ ବ୍ୟାପି ବିଳମ୍ବ କାହିଁକି-

ସାର୍ଟିଫାଏ କପି ଦେବାରେ ଦୀର୍ଘ ତିନିମାସ ବ୍ୟାପି ବିଳମ୍ବ କାହିଁକି-

0
WhatsApp Image 2026-04-13 at 12.20.33 PM

ଭେଡେନ, ଭେଡେନ ତହସିଲ ଅଫିସରେ ଗତ ଜାନୁଆରୀ ମାସରୁ ଉତ୍ତରାଧିକାରୀ ସାର୍ଟିଫିକେଟ ପ୍ରମାଣ ପତ୍ରର ନକଲ ଆବେଦନ କରିଥିଲେ ମଧ୍ୟ ଯୋଗାଯାଉନାହିଁ କାହିଁକି ?ଏବାବଦରେ ଆବେଦନକାରୀ ତହସିଲଦାରଙ୍କୁ ମଧ୍ୟ ଜଣାଇ ଅଛନ୍ତି. ହେଲେ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ନିରବ ରହୁଥିବା ଜଣାଯାଉଛି, ଯେଉଁ ସାର୍ଟିଫିକେଟନମ୍ବର ହେଉଅଛିLHC No:-32051/2023ବୋଲି ଲିଖିତ ଆକାରେ ଜଣାଇ ଅଛନ୍ତି, ବିବରଣୀରୁ ପ୍ରକାଶ ଯେଏହା ଜାଲିଆତି ହୋଇଥିବା ଜଣାପଡ଼ୁଅଛି, ନଚେତ୍‌ କାହିଁକି ଆଜି ସୁଦ୍ଧା ଆବେଦନକାରୀଙ୍କୁ ଯୋଗାଯାଇ ପାରିନାହିଁ, ଏଥି ସକାଶେ ଆବେଦନକାରୀ ବରଗଡ଼ ଜିଲ୍ଳାପାଳ ଓ ବିଭାଗୀୟ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିବେ ବୋଲି ମତପ୍ରକାଶ କରିଅଛନ୍ତି,
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *