March 22, 2026
Home » ହାତୀ ମୃତ୍ୟୁର ହବ ପାଲଟିଛି ନରସିଂହପୁର

ହାତୀ ମୃତ୍ୟୁର ହବ ପାଲଟିଛି ନରସିଂହପୁର

0
WhatsApp Image 2026-03-20 at 9.56.13 PM

ଆଠଗଡ଼,: ନରସିଂହପୁର ରେ ପୁଣି ଦନ୍ତା ହାତୀ ମୃତ୍ୟୁ। ଗତ ଦୁଇମାସ ମଧ୍ୟରେ ଗଲାଣି ୪ ଦନ୍ତା ହାତୀର ଜୀବନ। ନରସିଂହପୁର ପୂର୍ବ ବନାଞ୍ଚଳ ଅନ୍ତର୍ଗତ ଖାରୁଆଣି ବିଟ ଖେସେରା ଜଙ୍ଗଲରେ ନିକଟରେ ଏକ ୫ବର୍ଷୀୟ ହାତୀ ମୃତ ଦେହ ପଡ଼ିଥିଲା । ଖବର ପାଇ ବନାଞ୍ଚଳ ଅଧିକାରୀ କୁଳେଶ୍ ସାହୁ ଓ ଆଠଗଡ଼ ଏ ସି ଏଫ ମନୋଜ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ଟି କେଉଁ କାରଣ ରୁ ମୃତ ଘଟିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିବା ବେଳେ ହାତୀ ଟି କୁ ହର୍ପିସ୍ ରୋଗ ହୋଇଥିବା ଅନୁମାନ କରାଯାଉଛି ବୋଲି ଏସିଏଫ କହିଛନ୍ତି।

Leave a Reply

Your email address will not be published. Required fields are marked *