ଅଗ୍ନିବିପନ୍ନ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଦେବାଶିଷ ବେହେରା (କାହ୍ନା )
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ପଙ୍ଗାତିରା ପଞ୍ଚାୟତ ବ୍ରାହ୍ମଣଧରା ଫେତେଇସିଙ୍ଗି ସାହିରେ ଅଗ୍ନି କାଣ୍ଡ ଘଟି ୩ ବଖରା ଚାଳଘର ପାଉଁଶ ହୋଇଯାଇଛି । ଏହି ଖବର ପ୍ରଶାରଣ ହେଇଥିଲା ଖବର ପାଇ ବନବିଭାଗର କର୍ମଚାରୀ ଦେବାଶିଷ ବେହେରା( କାହ୍ନା ) ଫେତେଇସିଙ୍ଗି ନିଳମଣି ପଧାନଙ୍କ ଘରକୁ ପହଞ୍ଚି ଆର୍ଥିକ ସହାୟତା ସହିତ ରାସନସାମଗ୍ରୀ ପୋଷାକ ସହିତ ସାହାଯ୍ୟ ସହଯୋଗ କରିଛନ୍ତି ,ଅସହାୟ ସମାଜ ସେବୀଦୁଃବନ୍ଧୁ ବିଶ୍ୱାଳ ଉପସ୍ଥିତ ଥିଲେ! ଦେବାଶିଷ ବେହେରା ( କାହ୍ନା ) ଙ୍କ ର ଏଇଭଳି ସେବା ଦେଖି ସାଧୁବାଦ ଜଣାଇଛନ୍ତି ଗ୍ରାମବାସୀ!
କଙ୍କଡ଼ାହାଡ଼ ରିପୋର୍ଟର ସୁବାଷ ପଧାନ ଇ ପି ଏ
