February 9, 2026
Home » ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ

ଅଙ୍ଗନୱାଡି କେନ୍ଦ୍ର ଉଦ୍‌ଘାଟନ

0
WhatsApp Image 2026-01-08 at 3.55.38 PM

ମାନ ପୁର ଗ୍ରାମପଞ୍ଚାୟତ ତା ୮|୧।୨୦୨୬ରିଖ ଗୁରୁବାର ଦିନ ଅତ। ବିରା ନିର୍ବାଚନମଣ୍ଡଳୀର ଯଶସ୍ଵୀ ସ୍ଥାନୀୟ ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦଙ୍କ ଦ୍ଵାରା ମାନ ପୁରଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଗୃହକୁ ଉଦ୍‌ଘାଟନ କରାଯାଇଅଛି।


ତାଙ୍କ ସହିତ ଭେଡେନ ବିଡ଼ିଓ ଶ୍ରୀକର୍ଣ୍ଣ ସୁନା ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଅଛି, ଆଜି ମାନ ପୁର ଗ୍ରାମବାସୀ ବୃନ୍ଦ ବହୁତ ଆନନ୍ଦ ଉଲ୍ଳାସ ର ସହିତ ବିଧାୟକ ଆସୁଥିବା ପୂର୍ବରୁ ସଂପୃକ୍ତ ଅଙ୍ଗନୱ୍ଵାଡ଼ି ନୂତନ ଭାବେ ନିର୍ମିତ ହୋଇଥିବା କୋଠା ନିକଟରେ ପ୍ରବଳ ଭିଡ଼ ସହିତ ଜନସମାଗମ ମଧ୍ୟ ହୋଇଥିବା ଦେଖାଯାଇଥିଲା,’ବିଧାୟକ ମହାଶୟ ପୂର୍ବରୁ ନିର୍ଦ୍ଧାରିତ ସୂଚନା ମତେ ମାନପୁର ଗ୍ରାମରେ ପହଞ୍ଝ ଥିଲେ, ଉକ୍ତ ସ୍ଥାନରେ ସଂପୃକ୍ତ ଅଙ୍ଗନୱାଡି କୋଠାକୁ ଉଦ୍‌ଘାଟନ କରି ଗ୍ରାମର ଉପସ୍ଥିତ ଥିବା ସ୍ଥାନରେ ଡବଲ ଇଞ୍ଜିନ ସରକାରଙ୍କ ଜନହିତକାରୀ ଯୋଜନାକୁ କିପରି ସମ୍ପାଦନ କରାଯାଉଛି।


ସେ ବିଷୟରେ ଜନସାଧାରଣଙ୍କୁ କିଛି ଉଦ୍‌ବୋଧନ ଦେଇଥିଲେ, ଏଠାରୁ ବିଧାୟକ ମହାନଦ ଡାଲବ ଗ୍ରାମପଞ୍ଚ।ୟତର କାଣ୍ଡ ପାଲିକୁ ଯାଇଥିବା ଜନସାଧାରଣ ନିକଟରୁ ଶୁଣିବାକୁ ମିଳୁଅଛି

ଇପିଏରୁ ବରଗଡ ଜିଲ୍ଲା ପ୍ରତିନିଧି କ୍ଷମାନିଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *