July 4, 2025
Home » ଆଉ ନାହାନ୍ତି ଓଡିଶାର ପ୍ରଥମ ପ୍ରେସ ଫୋଟଗ୍ରାଫର ହୃଦୟ ନାଥ ଦାଶ

ଆଉ ନାହାନ୍ତି ଓଡିଶାର ପ୍ରଥମ ପ୍ରେସ ଫୋଟଗ୍ରାଫର ହୃଦୟ ନାଥ ଦାଶ

0
WhatsApp Image 2025-02-17 at 10.44.39 AM

ଆଉ ନାହାନ୍ତି ଓଡିଶାର ପ୍ରଥମ ପ୍ରେସ ଫୋଟଗ୍ରାଫର ହୃଦୟ ନାଥ ଦାଶ। 96 ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ଶେଷ ଶଯ୍ୟା ନିକଟରେ ତାଙ୍କର 4 ପ୍ରେସ ଫୋଟୋଗ୍ରାଫର ପୁଅ ଦ୍ୱାରିକା ନାଥ, ଗୋପୀନାଥ, କାଶୀନାଥ,ବଦ୍ରିକନାଥ,4 ବୋହୁ, 3ଝିଅ,ଜ୍ୱାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ। ଏହି କିମ୍ବଦନ୍ତୀ ପୁରୁଷଙ୍କୁ ପ୍ରଣାମ। 🙏

Leave a Reply

Your email address will not be published. Required fields are marked *