ଆଜି ଠାରୁ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା

ଚଳିତ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଶାନ୍ତି ଶୃଙ୍ଖଳା ରେ ଚାଲିଥିବା ଜିଲ୍ଲା ଶିକ୍ଷା ଅଧିକାରୀ DEO ସୂଚନା ଦେଇଛନ୍ତି। ଚଳିତ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ପାଇଁ ଦେଓଗଡ ଜିଲ୍ଲା ରେ 33 ଗୋଟି ସେଣ୍ଟରରେ ପରୀକ୍ଷା ଦେଉଛନ୍ତି 3780 ଜଣ ଛାତ୍ରଛାତ୍ରୀ | ଏକକ୍ସ ରେଗୁଲାର ରେ 5 ଜଣ ଏସାଏସ ରେ 8 ଜଣ ମଧ୍ୟମ ରେ 15 ଜଣ ସମୁଦାୟ 3809 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି। 6 ଟି ପରୀକ୍ଷା କେନ୍ଦ୍ରରେ CCTV ଲାଗିଛି। ଓ ଜିଲ୍ଲା ସ୍ତରୀୟ ତିନୋଟି ସ୍କ୍ୟୁଡ ଗଠନ ହୋଇଥିବା ସ୍କ୍ୟୁଡ଼ ଟିମ ପରୀକ୍ଷା କେନ୍ଦ୍ର ପରିଭ୍ରମଣ କରୁଥିବା ଜଣାପଡ଼ିଛି। ଜିଲାର ସମସ୍ତ ପରୀକ୍ଷା କେନ୍ଦ୍ର ରେ ଶାନ୍ତି ଶୃଙ୍ଖଳା ରେ ପରୀକ୍ଷା ଛାତ୍ର ଛତ୍ରୀ ମାନେ ପରୀକ୍ଷା ଦେଉଛନ୍ତି। ବିଈଓ, ଏବଂ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇସାରିଛି |
କ୍ୟାମେରାର ବ୍ୟବସ୍ଥା କରାଯାଇଥିବା ବେଳେ କପି ଉପରେ ରୋକ ଲଗାଯିବ ସେନେଇ ଜଣାଇଛନ୍ତି | ଆଜି ସକାଲ 9 ଟାରୁ 11,30 ପର୍ଯ୍ଯନ୍ତ ଛାତ୍ର ଛାତ୍ରୀ ମାନେ ବୋଡ ପରିକ୍ଷା ଦେଇଥିଲେ। ଚଲିତ ବର୍ଷ ଭଲ ପ୍ରସ୍ନ ଥିଲା ଓ ଏହାର ଉତ୍ତର ଠିକରେ ରଖିଥିବା ଛାତ୍ର ଛାତ୍ରୀ କହିଛନ୍ତି। ଓ ଆଗକୁ ପରୀକ୍ଷାରେ ଭଲ ନବର ଆଣିବାକୁ ଛାତ୍ର ଛାତ୍ରୀ ମାନେ ଆଶ ବିଶ୍ଵାସ ରଖିଛନ୍ତି।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )