ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦିଲ୍ଲୀ ରେ ଅନୁଷ୍ଠିତ ହୋଇଥିବା 150ତମ ଅନ୍ତଃରାଷ୍ଟ୍ରୀୟ ଆର୍ଯ୍ୟ ମହାସମ୍ମିଳନୀ 2025 ରେ ଆର୍ଯ୍ୟ ସମାଜ ର ପ୍ରତିଷ୍ଠାତା ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି| ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ଶ୍ରୀଯୁକ୍ତ ମାନସ କୁମାର ସାହୁ (ଓଡିଶା) ଚଳିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନ, 2025 ରେ 3 ଟି ଚିତ୍ର ସହିତ ଏକ ଚମତ୍କାର ବାଲୁକା କଳା ସୃଷ୍ଟି କରିଛନ୍ତି .1),1875 ରେ ମୁମ୍ବାଇର କକରୱାଡିରେ ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀ ଦ୍ୱାରା ପ୍ରତିଷ୍ଠିତ ପ୍ରଥମ ଆର୍ଯ୍ୟ ସମାଜର ପ୍ରବେଶ ଦ୍ୱାର*2*ଆର୍ଯ୍ୟ ସମାଜର 150ତମ ବାର୍ଷିକ ଉତ୍ସବ ଲୋଗୋ।3,ମହର୍ଷି ଦୟାନନ୍ଦ ସରସ୍ୱତୀ ଜୀଙ୍କ ପ୍ରତିକୃତି ଏହି ବାଲୁକା କଳା କୁ ପ୍ରସ୍ତୁତ କରିବାକୁ ମାନସ ସାହୁ ଙ୍କୁ 2 ଦିନ ସମୟ ଲାଗିଥିଲା ଏଥିରେ 15000 squre ଫୂଟ ବାଲି ଉପଯୋଗ କରାଯାଇଛି ଏହି ବାଲୁକା କଳାଟି 25 ଫୁଟ ଓସାର ଏବଂ 7 ଫୁଟ ଲମ୍ବା ବିଶିଷ୍ଟ ଅଟେ | ଏହା କୁ ନିର୍ମାଣ କରିବାରେ ଚିତ୍ତରଞ୍ଜନ ମହାନ୍ତି ସହଯୋଗ କରଛନ୍ତି |
