July 2, 2025
Home » ଆମ ଏମ ଡି ଙ୍କ ଅଫିସି ରେ ବି ତାଲା, ଆମର ବନ୍ଦ ରହିଲେ କଣ ହେଲା

ଆମ ଏମ ଡି ଙ୍କ ଅଫିସି ରେ ବି ତାଲା, ଆମର ବନ୍ଦ ରହିଲେ କଣ ହେଲା

0
WhatsApp Image 2025-05-16 at 11.50.24 AM

ତିର୍ତୋଲ: ଉଠା ଜଳ ସେଚନ ଉପଖଣ୍ଡ, ତିର୍ତୋଲ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ବିସ୍ପୋରକ ମତ, ଆମ ଏମ ଡି ଅଦ୍ୟାବଧି କେହି ଜଏନ କରି ନାହାନ୍ତି ତାଙ୍କ ଅଫିସିରେ ତାଲା ଝୁଲୁଛି, ଆମର ତାଲା ଝୁ ଲିଲେ କଣ ହେଲା,ଉଠା ଜଳ ସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟା ଳୟରେ ଆଉ କେହି ଷ୍ଟାଫ ନାହାନ୍ତି, ମୁଁ ଏକା ଚାରି ଚାରିଟି ଉପଖଣ୍ଡ ଚାର୍ଜ ରେ ଅଛି, ଫିଲିଡି ଯାଉଛି, ସହକାରୀ ଯନ୍ତ୍ରୀ, ମ୍ୟାଡାମ ବି କାମ ପଡିଲେ ବାହାରକୁ ଯାଉଛନ୍ତି, ଷ୍ଟାଫ ନଥିବାରୁ ଅଫିସି ରେ ତାଲା ପକେଇବାକୁ ବାଧ୍ୟ୍ୟ ହେଉଛୁ, ଜଳସେଚନ ବିଭାଗ ଉଠା ଜଳ ସେଚନ ଙ୍କୁ ଷ୍ଟାଫ ନିଯୁକ୍ତି କରୁ ନାହିଁ ଫଳରେ ଅଫିସି ଖୋଲି କାହାକୁ ଜଗାଇବୁ, ନାଇଟି ୱାଚ ମ୍ୟାନ ପାଇଁ ନିଜ ଦରମା ଟଙ୍କାରୁ କିଛି ଦେଇ ଲୋକ ରଖିଛୁ ରାତ୍ରୀ ଜଗୁଆଳି ପାଇଁ, କଟକ ଅଫିସିରୁ ମେକାନିକାଲ ଯୁବ ଇଂଜିନିୟର ଟେ ଆଣି ଅନେକ କାମ ହାତରୁ ଟଙ୍କା ଦେଇ କରୁଛୁ, ଷ୍ଟାଫ ପାଇଁ ବହୁ ବାର
ପୁର୍ବ ଏମ ଡି ଙ୍କୁ ଜଣାଇଲେ ବି କିଛି ଫଳ ହେଲାନି, ଏବେ ଆମ ବିଭାଗ ର କେହି MD ନାହାନ୍ତି ତାଙ୍କ ଅଫିସି ଏବେ ତାଲା ଝୁଲୁଛି, ଆମ କଥା ଶୁଣୁଛି କିଏ ଏଭଳି କଥା ତିର୍ତୋଲ ସହକାରୀ ନିର୍ବାହୀ ଯନ୍ତ୍ରୀ ଏକ ସୌଜନ୍ୟ ସାକ୍ଷାତ କାରରେ ଆମ ପ୍ରତିନିଧି ଶ୍ରୀବତ୍ସ ପାଢ଼ୀ କହି ଛନ୍ତି,
ଏଠି ପ୍ରଶ୍ନ ଆସେ ଯେଉଁ ବିଭାଗ ର MD ଦୀର୍ଘ ଦିନ ଧରୀ ଅନୁପସ୍ଥିତ, ତଳିଆ କର୍ମଚାରୀ ମାନଙ୍କ ଅବସ୍ଥା କଣ ହେଉଥିବ ବଡ଼ ପରୀତାପ ର ବିଷୟ,ବାକି ରହିଲା ହାତରୁ ଦରମା ଦେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ୍ୱର ରାଉତ ବିଭାଗ ପାଇଁ ଏତେ ତ୍ୟାଗ କରୁ ଛନ୍ତି ନୂଆ MD
ଯୋଗ ଦେବା ପରେ ଏଭଳି ଯନ୍ତ୍ରୀ ଙ୍କୁ ପୁରସ୍କାର ଦେବା ପାଇଁ ସରକାର ଙ୍କୁ ସୁପରିସୀ କରିବା କଥା,

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *