July 2, 2025
Home » ଆଲଫା ସ୍ପୋଟିଂଙ୍ଗକ୍ଲବ ତରଫରୁ ସର୍କିଟ ହାଉସ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ

ଆଲଫା ସ୍ପୋଟିଂଙ୍ଗକ୍ଲବ ତରଫରୁ ସର୍କିଟ ହାଉସ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ

0
vlcsnap-2025-02-28-14h15m30s86

ବ୍ରହ୍ମପୁର ଆଲଫା ସ୍ପୋଟିଂଙ୍ଗକ୍ଲବ ତରଫରୁ ସର୍କିଟ ହାଉସ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ୧୫ତମ ଜାତିୟ ସ୍ତରୀୟ କ୍ରିକେଟ ଟ୍ରୁନାମେଣ୍ଟ ବିଜୁପଟ୍ଟନାୟକ ମେମୋରିଆଲ ଟ୍ରଫି ର ଚେୟାର ମ୍ୟାନ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ ଅଧାକ୍ଷତାରେ ଆନୁଷ୍ଟିତ ହୋଇଯାଇଅଛି। ଉକ୍ତ ଟ୍ରୁଣାମେଣ୍ଟ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଖେଳ ପଡିଆ ଠାରେ ମାର୍ଚ୍ଚ ୨ଠାରୁ ୧୦ପର୍ୟ୍ୟନ୍ତ ଚାଲିବ ରାଜ୍ୟ ସ୍ତରୀୟ ଓ ରାଜ୍ୟ ବାହାରର ୧୦ଗୋଟି ସୁନାମ ଧନ୍ୟ ଟିମ ମାନେ ଅଂଶ ଗ୍ରହଣ କରିବେ । ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ସଧାରଣ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ବରିଷ୍ଟ ବିଜେଡ଼ି ନେତା ତଥା ଆଇନଜୀବୀ ଜଗନ୍ନାଥ ସାବତ, ଶ୍ରୀମତୀ ସ୍ୱତା ପ୍ରଜ୍ଞା ପଟ୍ଟନାୟକ, ଏମ ସୁଜାତା ପାତ୍ର, ସୀମାଞ୍ଚଳସାହୁ, ଅମିତ୍ କୁମାର ଦାସ, ଓ ଚନ୍ଦ୍ର ମୋହନ ସାହୁ ଙ୍କ ସମେତ ବହୁ ଖେଳାଳି ଉପସ୍ଥିତ ଥିଲେ।

brahmpur epa ru narasingh dakua nka report

Leave a Reply

Your email address will not be published. Required fields are marked *