July 5, 2025
Home » ଉଗାଦି ମହୋତ୍ସବ ପାଳନ ଅବସରରେ ରଙ୍ଗୋଲି ଏବଂ ବେଦ ପ୍ରତିଯୋଗିତା ଅନୁଷ୍ଠିତ

ଉଗାଦି ମହୋତ୍ସବ ପାଳନ ଅବସରରେ ରଙ୍ଗୋଲି ଏବଂ ବେଦ ପ୍ରତିଯୋଗିତା ଅନୁଷ୍ଠିତ

0
WhatsApp Image 2025-03-23 at 10.59.24 PM

ରାୟଗଡ଼ାର ମ୍ୟୁନିସିପାଲିଟି ଟାଉନ ହଲରେ ଉଗାଦି ମହୋତ୍ସବ ପାଳନର ଉପଲକ୍ଷେ ୨୩/୦୩/୨୦୨୫ ତାରିଖରେ ହୋଇଥିବା ରଙ୍ଗୋଲି ଏବଂ ବେଦ ପ୍ରତିଯୋଗିତାର ୧୦୦ରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ସୃଜନଶୀଳତା, ପରମ୍ପରା ଏବଂ ସାଂସ୍କୃତିକ କଳାରେ ପ୍ରଦର୍ଶନ କରିଥିଲେ ଯେଉଁଥିରେ ସମ୍ପ୍ରଦାୟର ଉତ୍ସାହୀ ଅଂଶଗ୍ରହଣ ଥିଲା, ଯାହା ଉଗାଦିର ଆତ୍ମା ଏବଂ ଆମ ସମ୍ପ୍ରଦାୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରିଥିଲା। ବିଭିନ୍ନ ବର୍ଗରେ ବିଜେତାମାନଙ୍କୁ ଆସନ୍ତା ୩୦,୩୧ ତାରିଖରେ ଖୋଲିଗୁଡ଼ା ଖୋଲା ପଡିଆରେ ହେବାକୁ ଥିବା ଉତ୍ସବରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।

ରାୟଗଡା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *