March 14, 2025
Home » ଉତ୍କର୍ଷ ଓଡିଶା ” ମହୋତ୍ସବ ରେ ସୁବର୍ଣ୍ଣପୁର ର ଯୁବ ଶିଳ୍ପଉଦ୍ୟୋଗୀ ଇଂ. ଆଶିଷ ରଞ୍ଜନ ବାବୁ ସମ୍ବର୍ଦ୍ଧିତ

ଉତ୍କର୍ଷ ଓଡିଶା ” ମହୋତ୍ସବ ରେ ସୁବର୍ଣ୍ଣପୁର ର ଯୁବ ଶିଳ୍ପଉଦ୍ୟୋଗୀ ଇଂ. ଆଶିଷ ରଞ୍ଜନ ବାବୁ ସମ୍ବର୍ଦ୍ଧିତ

0

ସୁବର୍ଣ୍ଣପୁର –ରାଜଧାନୀ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଥିବା ” ଉତ୍କର୍ଷ ଓଡିଶା ” ମହୋତ୍ସବରେ,ମଧ୍ୟମ ଓ କ୍ଷୁଦ୍ରଶିଳ୍ପ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥିବା ଓଡ଼ିଶାର ୬୦ ଜଣ ବିଶିଷ୍ଟ କୃତୀ ଯୁବ ଶିଳ୍ପ ଉଦ୍ୟୋଗୀ ମାନଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ଏକ ପ୍ରମୁଖ ଶିଳ୍ପ ଦ୍ୟୋଗୀ ଇଂ. ଆଶିଷ ରଞ୍ଜନ ବାବୁଙ୍କୁ ମଧ୍ୟ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଳ୍ପ ମନ୍ତ୍ରୀ ମାନ୍ୟବର ଗୋକୁଳାନନ୍ଦ ମଲ୍ଲିକ ଉପଢୌକନ ଏବଂ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *