January 7, 2026
Home » ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ପାଳିତ

0
WhatsApp Image 2026-01-06 at 12.37.27 PM (1)

କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ବାଲିଗୋରଡ଼ ସନ୍ନିକଟ ରାମିଆଳ ନଦୀ କୂଳରେ ଅନୁଷ୍ଠିତ ହୋଇଯାଇଛି l ଉପଖଣ୍ଡ ସାମ୍ବାଦିକ ସଂଘ ର ସଭାପତି ଶୁଭମୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ମୁଖ୍ୟଅତିଥି ଭବେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ର ଭୂମିକା ଅତୁଳନିୟ ବୋଲି ମତବ୍ୟକ୍ତ କରିଥିଲେ l

ବରିଷ୍ଟ ସାମ୍ବାଦିକ ଅଶ୍ୱିନୀ କୁମାର ସାହୁ ମୁଖ୍ୟଵକ୍ତା ଭାବେ ଯୋଗଦେଇ ସାମ୍ବାଦିକମାନେ ନିରପେକ୍ଷ୍ୟ ଭାବେ କଲମ ଚାଳନା କରିଲେ ସମାଜର ଉନ୍ନତି ସମ୍ଭବ ବୋଲି ପ୍ରକାଶ କରିଥିଲେ l ସଙ୍ଘର ଉପସଭାପତି ଚିତ୍ତ ରଞ୍ଜନ ଦିବେଦୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ l ଏଥିରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

kamkhyanagar epa ru rajkishor rout nka report

Leave a Reply

Your email address will not be published. Required fields are marked *