October 24, 2025
Home » ଏ. ଆର. ଏସ.ଏସ ଠିକା କମ୍ପାନୀ ରେ ମହାଆଡମ୍ବରରେ ବିଶ୍ଵକର୍ମା ପୂଜା ପାଳିତ

ଏ. ଆର. ଏସ.ଏସ ଠିକା କମ୍ପାନୀ ରେ ମହାଆଡମ୍ବରରେ ବିଶ୍ଵକର୍ମା ପୂଜା ପାଳିତ

0
WhatsApp Image 2025-09-18 at 10.07.11 AM

ଏ. ଆର. ଏସ.ଏସ ଠିକା କମ୍ପାନୀ ରେ ମହାଆଡମ୍ବରରେ ବିଶ୍ଵକର୍ମା ପୂଜା ପାଳିନ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଲକ ନିକଟ ରେ ଅବସ୍ଥିତ,ଏ.ଆର.ଏସ.ଏସ ଠିକା କମ୍ପାନୀ ରେ ମହାଆଡମ୍ବରରେ ବିଶ୍ଵକର୍ମା ପୂଜା ପାଳିନ ହୋଇଯାଇଛି। ଆଖପାଖ ଅଞ୍ଚଳବାସୀଙ୍କ ସମାଗମ ଅତିଥିମାନଙ୍କ ଉପସ୍ଥିତ ଦେଖିବାକୁ ମିଳିଛି।ଏ ଅଞ୍ଚଳର ଲୋକମାନଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି,ଏ.ଆର.ଏସ.ଏସ ଠିକା କମ୍ପାନୀ ରେ କାର୍ଯ୍ୟରତ ପରିଚାଳକ ଶ୍ରୀ ଜଗନ୍ନାଥ ବେହେରାଙ୍କ ନେତୃତ୍ବରେ ଅତିସୁନ୍ଦର ଭାବେ ବିଶ୍ଵକର୍ମା ପୂଜା ପାଳିତ ହୋଇଯାଇଛି।

 

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *