May 9, 2025
Home » କଂଗ୍ରେସକୁ ଫେରିଲେ ଯୁବନେତା ଦେବବ୍ରତ ମହାନ୍ତି

କଂଗ୍ରେସକୁ ଫେରିଲେ ଯୁବନେତା ଦେବବ୍ରତ ମହାନ୍ତି

0
WhatsApp Image 2025-03-07 at 6.48.39 PM (1)

ଭୁବନେଶ୍ବର ଅଞ୍ଚଳର ଜଣାଶୁଣା ଯୁବନେତା ଦେବବ୍ରତ ମହାନ୍ତି ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟଳୟରେ ଜିଲ୍ଲା ସଭାପତି ଶ୍ରୀ ବିଶ୍ବଜିତ ଦାସଙ୍କ ଭେଟି ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହିତ କଂଗ୍ରେସ ଦଳକୁ ଫେରିଛନ୍ତି.ଦେବବ୍ରତ ମହାନ୍ତି

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇ କିଛିଦିନ ବ୍ୟବଧାନରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥୀଲେ ଏବଂ ସାଧାରଣ ନିର୍ବାଚନ ସମୟରେ ନୟାପଲ୍ଲୀ ଅଞ୍ଚଳରେ ବ୍ଯାପକ କାର୍ଯ୍ୟକ୍ରମ ମଧ୍ଯ କରିଥୀଲେ .ହେଲେ ନିର୍ବାଚନ ପରେ ବିଜେପି ନେତୃବୃନ୍ଦଙ୍କ କାର୍ଯ୍ୟକ୍ରମରେ ଅତିଷ୍ଠ ହୋଇ ସେ ଗତ ଡିସେମ୍ବର ମାସରୁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ପ୍ରଦାନ କରିଥୀଲେ

ଦେବବ୍ରତ ମହାନ୍ତି ନିଜ ସମର୍ଥକଙ୍କ ସହ କଂଗ୍ରେସ ଭବନରେ ଦଳର ବରିଷ୍ଠ ନେତା ଏବଂ ଯୁବ ଛାତ୍ର ନେତୃବୃନ୍ଦଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ସହ ସାଂଗଠନିକ କାର୍ଯ୍ୟକ୍ରମ ସମ୍ବର୍ଦ୍ଧରେ ଆଲୋଚନା କରିଛନ୍ତି

Leave a Reply

Your email address will not be published. Required fields are marked *