July 1, 2025
Home » କନ୍ଧମାଳ ସାଂସଦ ଙ୍କ ବଡ଼ଭାଇ ଙ୍କ ହୃଦଘାତରେ ପରଲୋକ

କନ୍ଧମାଳ ସାଂସଦ ଙ୍କ ବଡ଼ଭାଇ ଙ୍କ ହୃଦଘାତରେ ପରଲୋକ

0
WhatsApp Image 2025-04-22 at 1.54.52 PM

ଗଣିଆ: କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ବଡ଼ଭାଇ ବସନ୍ତ କୁମାର ପାଣିଗ୍ରାହୀ ଙ୍କ ୬୨ ବର୍ଷ ବୟସରେ ହୃଦଘାତରେ  ଦେହାନ୍ତ ହୋଇଯାଇଛି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଦଶପଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ପରେ ମୃତ ଘୋଷଣା କରିଥିଲେ ।ପାଖରେ ପତ୍ନୀ, ଝିଅ ଓ ସାନଭାଇ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏକମାତ୍ର ପୁତ୍ର ଯୋଦ୍ଧାଜିତ ଖବର ପାଇ ଆଜି ଆସି ପୈତୃକ ଘର ପତଣ୍ଡା ଗ୍ରାମରେ ପହଁଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

gania ru brajakishor sahu nka report

Leave a Reply

Your email address will not be published. Required fields are marked *