July 4, 2025
Home » କାମୱାଡା ପଞ୍ଚାୟତଠାରେ ବିକାଶ ବାହନ କାର୍ଯ୍ୟକ୍ରମ

କାମୱାଡା ପଞ୍ଚାୟତଠାରେ ବିକାଶ ବାହନ କାର୍ଯ୍ୟକ୍ରମ

0
WhatsApp Image 2025-07-01 at 5.31.12 PM (1)

ବର୍ଷ ଏକ ଉପଲବ୍ଧି ଅନେକ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,ଓଡିଶା ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଯାଇଛି ବିକାଶ ବାହନ କାର୍ଯ୍ୟକ୍ରମ ଏହି ଭଲି କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କାମୱାଡା ପଞ୍ଚାୟତଠାରେ l ବିଜେପିର ଆଶାୟୀ ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ସରପଞ୍ଚ ଶ୍ରୀଯୁକ୍ତ ରମାକାନ୍ତ ମାଡକାମୀ ଙ୍କ ନେତୃତ୍ତ୍ଵରେ ଶହ ଶହ ସଂଖ୍ଯାରେ ଲୋକ ଯୋଗଦାନ କରିଥିଲେ l

ପଞ୍ଚାୟତ ସମ୍ମୁଖରେ ବିକାଶ ବାହନ କୁ ପୂଜାର୍ଚନା କରି ପଞ୍ଚାୟତ ପରିସରକୁ ନିଆଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ Naresh chandra Sabar (C.D.O.Cum.E.O,Zp,malkangiri)ଓ Amulya kumar Sahoo (B.D.O.Korukonda) ଯୋଗଦାନ କରିଥିଲେ ,ଅନ୍ୟତମ ଅତିଥି ଭାବରେ ସତ୍ୟ ନାରାୟଣ ଦାସ (C.P.Com.APO),ମାଛୁ ଖୋରା (G.R.S)ଏବଂ ସରପଞ୍ଚ ରମାକାନ୍ତ ମାଡକାମୀଙ୍କ ସହିତ ଅନନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ l

ଉକ୍ତ ଏକ ଦିବସୀୟ ବିକାଶ ବାହନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ସ୍ୱାସ୍ଥ୍ୟ ସେବା,ବ୍ୟାଙ୍କିଙ୍ଗ ସେବା,ଆଧାର ସେବାରେ ପ୍ରବଳ ଭିଡ l ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପରିବେଷିତ ସରକାରଙ୍କର ଏକ ବର୍ଷ ପୂର୍ତ୍ତିର ସମ୍ପୁର୍ଣ୍ଣ ରିପୋର୍ଟ୍ କାର୍ଡ ରଖିଥିଲେ ଏବଂ v.c ମଧଧ୍ୟରେ ସରକାରଙ୍କର ବାର୍ତ୍ତା ମଧ୍ୟ ଶୁଣାଇଥିଲେ,ତତ୍ ପରେ ସରକାରଙ୍କର ଦ୍ଵାରା ବର୍ତ୍ତମାନ ନୂତନ ଭାବରେ ଦିଆଯାଇଥିବା ଅନ୍ତୋଦୟ ଗୃହର ୱର୍କ ଅର୍ଡର ବାଣ୍ଟି ସରପଞ୍ଚ ରମାକାନ୍ତ ମାଡକାମୀ ଙ୍କ ଦ୍ଵାରା କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା l

malkangiri epa ru Bansidhara muduli nka report epa news

Leave a Reply

Your email address will not be published. Required fields are marked *