August 27, 2025
Home » କୁଚିଣ୍ଡା ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ

କୁଚିଣ୍ଡା ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ

0
WhatsApp Image 2025-03-29 at 6.22.09 PM (1)

କୁଚିଣ୍ଡା ବାର ନିର୍ବାଚନ ଅଇଁଠୁ ରାଉତ ସଭାପତି,ଅସିତ ଗଙ୍ଗଦେବ ସାଧାରଣ ସମ୍ପାଦକ ନିର୍ବାଚିତ ଶନିବାର କୁଚିଣ୍ଡା ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି।

ଏହି ନିର୍ବାଚନ ରେ ସଭାପତି ଭାବରେ ଅଇଁଠୁ ଚରଣ ରାଉତ ,ଉପସଭାପତି ହୃଦାନନ୍ଦ ଶର୍ମା , ସାଧାରଣ ସଂପାଦକ ଅସିତ ଗଙ୍ଗଦେବ,ଯୁଗ୍ମ ସମ୍ପାଦକ ସଞ୍ଜୟ କୁମାର ବେହେରା, ଲାଇବ୍ରେରୀଆନଜୟନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଆଜିତ କୁମାର ପଟେଲ ,କାର୍ଯ୍ୟକାରୀ ସଦସ୍ୟ ଭାବରେ ପ୍ରଶାନ୍ତ କୁମାର କର,ଅଶୋକ କୁମାର୍ ମହାପାତ୍ର ପ୍ରଦୀପ୍ତ କୁମାର ଶର୍ମା ,ନଳିନ୍ଦ୍ର କୁମାର ପଟେଲ, ସଞ୍ଜୟ କୁମାର ପଟେଲ, ୨୦୨୫ ପାଇଁ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି।ଏହି ନିର୍ବାଚନ କୁ ପ୍ରଶାନ୍ତ କୁମାର ପଣ୍ଡା, ପ୍ରତାପ କୁମାର ପରିଡା ନିର୍ବାଚନ ଅଧିକାରୀ ସହ ଅଧିକାରୀ ଭାବରେ ଦାଇତ୍ୱ ପରିଚାଳନା କରିଥିଲେ।

କୁଚିଣ୍ଡା ରୁ ଗଗନ ଶର୍ମା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *