November 22, 2024
Home » କୁଜଙ୍ଗ ବନ ବିଭାଗ ତରଫରୁ ୨୫ହଜ଼ାର ବୃକ୍ଷ ଚାରା ରୋପଣ

କୁଜଙ୍ଗ ବନ ବିଭାଗ ତରଫରୁ ୨୫ହଜ଼ାର ବୃକ୍ଷ ଚାରା ରୋପଣ

0

 

ରାଜନଗର ଡି. ଏଫ. ଓ ଅଧୀନ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ରେ ଥିବା କୁଜଙ୍ଗ ବନଖଣ୍ଡ ଅଧିକାରୀ କାର୍ତ୍ତିକେ ଶ୍ୱର ଖଣ୍ଡାଇ ଓ କର୍ମଚାରୀ ଙ୍କ ପ୍ରତେକ୍ଷ୍ୟ ତତ୍ୱାବ ଧନରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ଏରସମା, ବାଲିକୁଦା ବ୍ଲକ ରେ ଏମ ଜି ଏଲ ଆର. ଜି. ଯୋଜନା ରେ ପଥ ପ୍ରାନ୍ତ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଆରମ୍ଭ ହେଇଛି, ଚଳିତ ବର୍ଷ ୨୫ହଜାର ବିଭିର୍ନ ବୃକ୍ଷ ଚାରା ରୋପଣ କରି ପରିବେଶ କୁ ସବୁଜ ପରିବେଶ ରେ ମଣ୍ଡିତ କରିବାର ଅଭିଳାଷ ରଖିଛି କୁଜଙ୍ଗ ବନଖଣ୍ଡ, ଏନେଇ କୁଜଙ୍ଗ ବ୍ଲକର ନୁଆଁ ଗାଁ-ବାଲିତୁଠ ରାସ୍ତା ପାର୍ଶ୍ୱ, 15କିମି, ପାଟପୁରୁ -ବାମଦେଇପୁର, ବାଗଦିଆ 12କିମି, ଏରସମା ବ୍ଲକ ର ଗଡ଼ହରିସି ପୁରୁ -କୃଷ୍ଣଚନ୍ଦ୍ର ପୁରୁ,ମାରିଚି ପୁରୁ , ଏରସମା ବ୍ଲକ ର ଓସକଣା ମୁଳୁଗାଁ ଓଲଭର ଆଦି ରାସ୍ତା ପାର୍ଶ୍ୱରେ 25 ହଜାର ବୃକ୍ଷ ରୋପଣ କାଯ୍ୟକ୍ରମ ଚାଲୁ ରହିଛି ଏନେଇ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ସାମିଲି ଥିବା ଶ୍ରମିକ ମାନଙ୍କୁ ପାରିଶ୍ରମିକ ବାବଦରେ ୭୧ହଜାର ୮ଶହ ୮୨ଟଙ୍କା ପ୍ରଦାନ କରାଯିବାର ଅଟକଳ କରାଯାଇଛି, ଏହି କାଯ୍ୟକ୍ରମକୁ ଫରେଷ୍ଟର ଲଷ୍ମୀ ପ୍ରିୟା ସାହୁ, ଫରେଷ୍ଟଗାଡ଼ ନିରଞ୍ଜନ
ମଣ୍ଡଳ, ପଦ୍ମନାଭ ରାଉତ, ମଙ୍ଗଳ ହେମ୍ରମ, ନିର୍ମଳ ଚନ୍ଦ୍ର ନାଏକ ପ୍ରମୁଖ ତତ୍ୱାବ ଧାରକ ଦାଇତ୍ବ ରେ ଅଛନ୍ତି, ତେବେ କୁଜଙ୍ଗ ରେଞ୍ଜର ଶ୍ରୀ ଖଣ୍ଡାଇ ଜଣେ ଦକ୍ଷ ଅଧିକାରୀ ଭାବେ ବିଭିର୍ନ ବନଖଣ୍ଡ ରେ କାଯ୍ୟ ନିର୍ବାହ କଲା ପରେ କୁଜଙ୍ଗ ବନଖଣ୍ଡ ର ବିକାଶ ଓ
ଦୃନୀତି ବିଲୋପ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଡି ଏଫ ଓ ଙ୍କ ଅଧୀନ ଥିବା ଜଗତସିଂହପୁର ଜିଲ୍ଲା ର ତିନୋଟି ବ୍ଲକ କୁଜଙ୍ଗ, ଏରସମା, ବାଲିକୁଦା ର ରେଞ୍ଜ କାର୍ଯ୍ୟାଳୟ, କୁଜଙ୍ଗ ରେ ନିଯୁକ୍ତି ଦିଆ ଯାଇଛି ଶ୍ରୀ ଖଣ୍ଡୁଆ ଚଳିତ ବର୍ଷା ଋତୁରେ ବହୁ ମହିଳା ସଂଗଠନକୁ ମାଗଣାରେ ମାଟିଏ କୁ ଗଛ ଟିଏ ଯୋଜନା ରେ ଚାରା ବଣ୍ଟନ କରିବା ଶହ, ମାଗଣା ରେ ସ୍ୱତ୍ସାସେବୀ ସଂଗଠନ ଙ୍କୁ ବୃକ୍ଷ ଚାରା ବଣ୍ଟନ, ଏବଂପରିବେଶ ପ୍ରେମୀ ଆଗ୍ରହୀ ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ବୃକ୍ଷ ଚାରା ବଣ୍ଟନ କରି ପ୍ରଶଂସା
ସାଉଁଟି ଛନ୍ତି କୁଜଙ୍ଗ ବ୍ଲକ ରେଞ୍ଜ କର୍ମଚାରି l

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *