କୁସୁମେଣ୍ଡି ପଞ୍ଚାୟତ ରେ ମଲା ଲୋକ ନାମରେ ମେସିନ ଖାଉଛି ଚାଉଳ

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ରେ ସଂକଟ ପରିବାରରେ ମା ବୁନ୍ଧୁରୀ ନାୟକଙ୍କ ମୃତ୍ୟୁ ପରେ ରେସନ କାର୍ଡ ରେ ଚାଉଳ ଉଠିଥିବା ବିବାଦ ଘେରରେ କାରଣ ବୁନ୍ଧୁରି ନାୟକଙ୍କ ଦୁଇ ଝିଅ ବାହର ରାଜ୍ୟ କୁ ଦାଦନ ଶ୍ରମିକ ଖଟିବା ପାଇଁ ଯାଇଛନ୍ତି। ଗାଁ କୁ ଆସିଲେ ରେସନ କାର୍ଡ ରେ ଚାଉଳ ମାଗିଲେ ଚାଉଳ ନେଇଛ କୁହାଯାଉଛି।ଏହାର ବିଧିବଦ୍ଧ ଭାବରେ ସର୍ଭେ କରି ପ୍ରକୃତ ସତ୍ୟତା ଅଞ୍ଚଳ ବାସି ଜାଣିବା ଆବଶ୍ୟକତା କଣ ପାଇଁ ସମସ୍ତେ ଜାଣିପାରିବେ ଏହାର ତଦନ୍ତ ବିଭାଗିୟ ସହକାରୀ ଅଧିକାରୀ କହିଛନ୍ତି ଫଳ କେତେବେଳେ ଦୁଇ ଝିଅ ଙ୍କୁ ମିଳିବ ସମୟ ହିଁ କଥା କହିବ ।
ଇ ପି ଏ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ