କେନ୍ଦୁଝର ରାଜବାଟୀ ଭିତର ପାର୍ଶ୍ଵର ଦୃଶ୍ୟ
ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଏହି ଐତିହାସିକ ଜାଗା ଅତୀତରେ କେନ୍ଦୁଝର ଗଡଜାତ ଶାସନର ଏକ ପ୍ରତୀକ ରୂପେ ବହୁ ପରିଚିତ..ରାଜବାଟୀର ଭିତର ପାର୍ଶ୍ଵର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ଦୀର୍ଘବର୍ଷ ହେବ ପଡ଼ିରହିଛି..
କେନ୍ଦୁଝରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ମନରେ ରାଜବାଟୀ ବା ରାଜ ପ୍ରାସାଦକୁ ଦେଖିବା ପାଇଁ ଅନେକ ପ୍ରଶ୍ନ ଥାଏ କିନ୍ତୁ ଏହାକୁ ଏଭଳି ଅବସ୍ଥାରେ ଦେଖିବା ସମ୍ଭବପର ନୁହେଁ !! ଏଣୁ ଆଗାମୀ ଭବିଷ୍ୟତରେ ସବୁ ଜିଲ୍ଲାର ଉନ୍ନତ ରାଜପ୍ରସାଦ ଭଳି କେନ୍ଦୁଝରର ଏହି ରାଜବାଟୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ଯକରଣ କରାଗଲେ ଏହା ଏକ ବୃହତ୍ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇ ପାରିବ…….
