July 1, 2025
Home » କେନ୍ଦ୍ରୀୟ ବିଦ୍ୟାଳୟ 2ବଲାଙ୍ଗୀର ର 29ତମ ବାର୍ଷିକ ଉତ୍ସବ ପାଳିତ

କେନ୍ଦ୍ରୀୟ ବିଦ୍ୟାଳୟ 2ବଲାଙ୍ଗୀର ର 29ତମ ବାର୍ଷିକ ଉତ୍ସବ ପାଳିତ

0
WhatsApp Image 2024-12-20 at 8.22.32 AM

ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ 2ର 29ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି lବିଦ୍ୟାଳୟ ର ଅଧକ୍ଷ ଗଣେଷ ରାମ ପ୍ରଧାନ ଙ୍କ ଅଧକ୍ଷତା ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲାପାଳ ଗୌରୱା ଶିବାଜୀୱ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲପାଠ ପଢି ବିଦ୍ୟାଳୟ, ଅଭିଭାବକ ଙ୍କ ମାର୍ଯ୍ୟଦା ମଣ୍ଡିତ କରିବାକୁ ପରାମର୍ଶ ଦେଇଥିଲେ l ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟଅତିଥି ପୁରସ୍କୁତ କରିଥିଲେ l


ପରେ ଛାତ୍ର ଛତ୍ରୀ ମାନଙ୍କ ଦ୍ୱରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ବଲାଙ୍ଗୀର ଇପିଏ ରୁ ନବୀନ ପଶାୟତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *